୧୧-୧୭ ଜୁଲାଇ
୨ ଶାମୁୟେଲ ୨୦-୨୧
ଗୀତ ୬୨ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଯିହୋବା ନ୍ୟାୟର ଈଶ୍ୱର”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
୨ଶାମୁ ୨୧:୧୫-୧୭—ଏହି ପଦଗୁଡ଼ିକରେ ଦିଆଯାଇଥିବା ଘଟଣାରୁ ଆମେ କʼଣ ଶିଖୁ ? (ପ୍ର୧୩-ହି ୧/୧୫ ପୃ ୩୧ ¶୧୪)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି.) ୨ଶାମୁ ୨୦:୧-୧୩ (ଶିଖାଇବା ଅଧ୍ୟୟନ ୨)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପୁନଃସାକ୍ଷାତର ଭିଡିଓ: (୫ ମି.) ଆଲୋଚନା; ପୁନଃସାକ୍ଷାତ: ଉଦାର—ଲୂକ ୬:୩୮ ନାମକ ଭିଡିଓ ଦେଖାନ୍ତୁ । ଯେତେବେଳେ ଭିଡିଓରେ ପ୍ରଶ୍ନଗୁଡ଼ିକ ଆସେ, ଭିଡିଓକୁ ପଜ୍ କରନ୍ତୁ ଏବଂ ସେହି ପ୍ରଶ୍ନ ପଚାରନ୍ତୁ ।
ପୁନଃସାକ୍ଷାତ: (୩ ମି.) “କଥାବାର୍ତ୍ତା କିପରି କରିବା ?” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତାʼ ଉପରେ କଥାବାର୍ତ୍ତା ଆଗକୁ ବଢ଼ାନ୍ତୁ । (ଶିଖାଇବା ଅଧ୍ୟୟନ ୪)
ପୁନଃସାକ୍ଷାତ: (୫ ମି.) “କଥାବାର୍ତ୍ତା କିପରି କରିବା ?” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତାʼ ଉପରେ କଥାବାର୍ତ୍ତା ଆଗକୁ ବଢ଼ାନ୍ତୁ । (ଶିଖାଇବା ଅଧ୍ୟୟନ ୧୧)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“ନୂଆ ସେବା ବର୍ଷ ପାଇଁ ଲକ୍ଷ୍ୟ ରଖନ୍ତୁ—ଅଧିକ ଆବଶ୍ୟକ ହେଉଥିବା ଜାଗାକୁ ଯାଆନ୍ତୁ”: (୧୦ ମି.) ଆଲୋଚନା; ଯିହୋବାଙ୍କ ଉପରେ ବିଶ୍ୱାସ ରଖନ୍ତୁ ଏବଂ ପଦକ୍ଷେପ ନିଅନ୍ତୁ—ଅଧିକ ପ୍ରଚାରକ ଆବଶ୍ୟକ ହେଉଥିବା ଜାଗାରେ ଯାଆନ୍ତୁ ନାମକ ଭିଡିଓ ଦେଖାନ୍ତୁ ।
“କଥାବାର୍ତ୍ତା କିପରି କରିବା ?” ଭାଗରେ ଦିଆଯାଇଥିବା ପରାମର୍ଶ: (୫ ମି.) ଜୀବନ ଓ ସେବା ସଭାର ଅଧ୍ୟକ୍ଷଙ୍କ ଦ୍ୱାରା ଭାଷଣ ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଜୀବନ ପାଠ ୧୨
ଶେଷ ଟିପ୍ପଣୀ (୩ ମି.)
ଗୀତ ୩ ଏବଂ ପ୍ରାର୍ଥନା