इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଯିହୋବା ନ୍ୟାୟର ଈଶ୍ୱର

ଯିହୋବା ନ୍ୟାୟର ଈଶ୍ୱର

ଗିବୀୟୋନୀୟମାନଙ୍କ ସହ ଯେଉଁ ଅନ୍ୟାୟ ହୋଇଥିଲା, ତାହା ଯିହୋବା ଭୁଲିଲେ ନାହିଁ (୨ଶାମୁ ୨୧:୧, ୨)

ଶାଉଲ ଓ ତାଙ୍କ ବଂଶ ଗିବୀୟୋନୀୟମାନଙ୍କୁ ହତ୍ୟା କଲେ । ଏହି ପାପର କ୍ଷତିପୂରଣ ସୁନା କିମ୍ବା ରୂପାରୁ ହୋଇପାରି ନ ଥାʼନ୍ତା (ଗଣ ୩୫:୩୧, ୩୩; ୨ଶାମୁ ୨୧:୩, ୪)

ଗିବୀୟୋନୀୟମାନଙ୍କୁ ନ୍ୟାୟ ଦେବା ପାଇଁ ଶାଉଲଙ୍କ ବଂଶରୁ ସାତ ଜଣ ପୁରୁଷଙ୍କୁ ହତ୍ୟା କରାଗଲା (୨ଶାମୁ ୨୧:୫, ୬; ଇନସାଇଟ୍‌-୧ ପୃ ୯୩୨ ¶୧)

ଯେତେବେଳେ ଆମ ସହ ଅନ୍ୟାୟ ହୁଏ, ସେତେବେଳେ ଆମେ ରୋମୀୟ ୧୨:୧୯-୨୧ ପଦରେ ଲେଖାଥିବା କଥାକୁ କାହିଁକି ମନେ ରଖିବା ଉଚିତ୍‌ ?