ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
ଯିହୋବାଙ୍କଠାରୁ ସାହାଯ୍ୟ ନିଅନ୍ତୁ
ଆମେ ସାହାଯ୍ୟ ପାଇଁ ଯିହୋବାଙ୍କୁ ପ୍ରାର୍ଥନା କଲେ ସେ ଶୁଣିବେ (୨ଶାମୁ ୨୨:୭)
ଯିହୋବା ଆମ ଶତ୍ରୁମାନଙ୍କଠାରୁ ଅଧିକ ଶକ୍ତିଶାଳୀ ଅଟନ୍ତି (୨ଶାମୁ ୨୨:୧୪-୧୮; ଯିହୋବାଙ୍କ ନିକଟବର୍ତ୍ତୀ ପୃ ୧୯ ¶୧୧)
ଯିହୋବା ବିଶ୍ୱସ୍ତ ଅଟନ୍ତି, ସେ ଆମକୁ କେବେ ଏକୁଟିଆ ଛାଡ଼ନ୍ତି ନାହିଁ । ସେ ସବୁବେଳେ ଆମକୁ ସାହାଯ୍ୟ କରନ୍ତି (୨ଶାମୁ ୨୨:୨୬; ପ୍ର୧୩-ହି ୬/୧୫ ପୃ ୧୭-୧୮ ¶୪-୫)
ଯିହୋବା ଆମ ସବୁ ସମସ୍ୟାକୁ ଦୂର କରିପାରିବେ । କିନ୍ତୁ ଅନେକ ଥର ସେ ସମସ୍ୟାକୁ ଦୂର କରନ୍ତି ନାହିଁ, ବରଂ ଆମକୁ ତାʼର ସାମନା କରିବା ପାଇଁ ସାହସ ଦିଅନ୍ତି । ସେ ପବିତ୍ର ଶକ୍ତି, ନିଜ ବାକ୍ୟ ବାଇବଲ ଏବଂ ଭାଇଭଉଣୀମାନଙ୍କ ଜରିଆରେ ଆମକୁ ସାହାଯ୍ୟ କରନ୍ତି । (ଗୀତ ୫୫:୨୨) ଈଶ୍ୱରଙ୍କଠାରୁ ସାହସ ପାଇବା ପାଇଁ ଆମକୁ କʼଣ କରିବାକୁ ହେବ ?