ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
କʼଣ ଆପଣ ନିଜ ଭୁଲରୁ ଶିଖନ୍ତି ?
[୧ ରାଜାବଳୀ ବହିର ପରିଚୟ ନାମକ ଭିଡିଓ ଦେଖାନ୍ତୁ ।]
ଅଦୋନୀୟ ରାଜଗାଦୀ ହଡ଼ପ କରିବା ପାଇଁ ଚେଷ୍ଟା କଲା । କିନ୍ତୁ ଶଲୋମନ ତାକୁ କ୍ଷମା କଲେ (୧ରାଜା ୧:୫, ୫୨, ୫୩; ଇନସାଇଟ୍-୨ ପୃ ୯୮୭ ¶୪)
ଅଦୋନୀୟ ନିଜ ଭୁଲରୁ କିଛି ଶିଖିଲା ନାହିଁ ଏବଂ ତାକୁ ତାʼର ଖରାପ ପରିଣାମ ଭୋଗିବାକୁ ପଡ଼ିଲା (୧ରାଜା ୨:୧୫-୧୭, ୨୨, ୨୩; ଇନସାଇଟ୍-୧ ପୃ ୪୯)
ଜଣେ ବୁଦ୍ଧିମାନ ବ୍ୟକ୍ତି କେବଳ ନିଜ ଭୁଲରୁ ନୁହେଁ, ବରଂ ଅନ୍ୟମାନଙ୍କ ଭୁଲଗୁଡ଼ିକରୁ ମଧ୍ୟ ଶିଖେ ।—୧କରି ୧୦:୧୧