୨୨-୨୮ ଅଗଷ୍ଟ
୧ ରାଜାବଳୀ ୭
ଗୀତ ୭ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଦୁଇଟି ସ୍ତମ୍ଭର ନାମର ବହୁତ ଗଭୀର ଅର୍ଥ”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
୧ରାଜା ୭:୨୩—ତମ୍ବାର ବଡ଼ ‘ସମୂଦ୍ର ରୂପ ପାତ୍ର’ କାହିଁକି ତିଆରି କରାଯାଇଥିଲା ଏବଂ ଏଥିରୁ ଆମେ କʼଣ ଶିଖୁ ? (ଇନସାଇଟ୍-୧ ପୃ ୨୬୩)
ଏ ସପ୍ତାହର ଅଧ୍ୟାୟରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି.) ୧ରାଜା ୭:୧-୧୨ (ଶିଖାଇବା ଅଧ୍ୟୟନ ୫)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୩ ମି.) “କଥାବାର୍ତ୍ତା କିପରି କରିବା ?” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତାʼ ଉପରେ କଥାବାର୍ତ୍ତା ଆରମ୍ଭ କରନ୍ତୁ । କଥାବାର୍ତ୍ତାରେ ସାଧାରଣତଃ ଆସୁଥିବା ଏକ ବାଧାକୁ ପାର କରନ୍ତୁ । (ଶିଖାଇବା ଅଧ୍ୟୟନ ୬)
ପୁନଃସାକ୍ଷାତ: (୪ ମି.) “କଥାବାର୍ତ୍ତା କିପରି କରିବା ?” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତାʼ ଉପରେ କଥାବାର୍ତ୍ତା ଆଗକୁ ବଢ଼ାନ୍ତୁ । (ଶିଖାଇବା ଅଧ୍ୟୟନ ୩)
ବାଇବଲ ଅଧ୍ୟୟନ: (୫ ମି.) ଜୀବନ ବହି ପାଠ ୦୬ ପଏଣ୍ଟ ନଂ. ୬ ଏବଂ କିଛି ଲୋକ କହନ୍ତି (ଶିଖାଇବା ଅଧ୍ୟୟନ ୮)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ମଣ୍ଡଳୀର ଆବଶ୍ୟକତା: (୫ ମି.)
“ସେପ୍ଟେମ୍ବର ମାସରେ ବାଇବଲ ଅଧ୍ୟୟନ ଆରମ୍ଭ କରିବା ପାଇଁ ବିଶେଷ ଅଭିଯାନ”: (୧୦ ମି.) ଜଣେ ସେବା ଅଧ୍ୟକ୍ଷଙ୍କ ଦ୍ୱାରା ଆଲୋଚନା । କହନ୍ତୁ ଯେ ଆପଣଙ୍କ ମଣ୍ଡଳୀରେ ଅଭିଯାନ କିପରି କରାଯିବ ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଜୀବନ ପାଠ ୧୭
ଶେଷ ଟିପ୍ପଣୀ (୩ ମି.)
ଗୀତ ୧୩ ଏବଂ ପ୍ରାର୍ଥନା