ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
ଦୁଇଟି ସ୍ତମ୍ଭର ନାମର ବହୁତ ଗଭୀର ଅର୍ଥ
ମନ୍ଦିରର ଅଗଣା ବାହାରେ ଦୁଇଟି ଉଚ୍ଚ ସ୍ତମ୍ଭ ତିଆରି କରାଗଲା (୧ରାଜା ୭:୧୫, ୧୬; ପ୍ର୧୩-ଇଂ ୧୨/୧ ପୃ ୧୩ ¶୩)
ଏହି ସ୍ତମ୍ଭଗୁଡ଼ିକର ନାମର ବହୁତ ଗଭୀର ଅର୍ଥ ରହିଛି (୧ରାଜା ୭:୨୧; ଇନସାଇଟ୍-୧ ପୃ ୩୪୮)
ଯେବେ ପର୍ଯ୍ୟନ୍ତ ଯିହୋବାଙ୍କ ଲୋକମାନେ ତାଙ୍କ ଉପରେ ନିର୍ଭର ରହିଲେ, ତେବେ ପର୍ଯ୍ୟନ୍ତ ସେ ସେମାନଙ୍କୁ ସାହାଯ୍ୟ କରିଲେ ଏବଂ ମନ୍ଦିର “ସ୍ଥିର” ରହିଲା (୧ରାଜା ୭:୨୧; ଗୀତ ୧୨୭:୧)
ଯେତେବେଳେ ଆମେ ସତ୍ୟ ଶିଖୁଥିଲୁ, ସେତେବେଳେ ଯିହୋବା ଅନେକ ସମସ୍ୟାର ସାମନା କରିବା ପାଇଁ ଆମକୁ ସାହାଯ୍ୟ କଲେ । କିନ୍ତୁ ଆଜି ମଧ୍ୟ ଏହା ଜରୁରୀ ଯେ ଆମେ ତାଙ୍କ ଉପରେ ନିର୍ଭର ରହୁ । ତାହେଲେ ଆମେ ବିଶ୍ୱାସରେ “ସ୍ଥିର” ରହିପାରିବା ।—୧କରି ୧୬:୧୩.
ନିଜକୁ ପଚାରନ୍ତୁ, ‘କʼଣ ମୁଁ ଯିହୋବାଙ୍କ ଉପରେ ପୂରା ନିର୍ଭର ଅଛି ? ମୁଁ ଏହା କିପରି ଦେଖାଇପାରିବି ?’