୨୫-୩୧ ଜୁଲାଇ
୨ ଶାମୁୟେଲ ୨୩-୨୪
ଗୀତ ୭୬ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“କʼଣ ଆପଣଙ୍କ ବଳିଦାନ ପ୍ରକୃତରେ ଗୋଟିଏ ବଳିଦାନ ଅଟେ ?”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
୨ଶାମୁ ୨୩:୧୫-୧୭—ଦାଉଦ ପାଣି ପିଇବା ପାଇଁ ମନା କାହିଁକି କଲେ ? (ପ୍ର୦୫-ହି ୫/୧୫ ପୃ ୧୯ ¶୬)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି.) ୨ଶାମୁ ୨୩:୧-୧୨ (ଶିଖାଇବା ଅଧ୍ୟୟନ ୧୧)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୩ ମି.) “କଥାବାର୍ତ୍ତା କିପରି କରିବା ?” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତାʼ ଉପରେ କଥାବାର୍ତ୍ତା ଆରମ୍ଭ କରନ୍ତୁ । (ଶିଖାଇବା ଅଧ୍ୟୟନ ୯)
ପୁନଃସାକ୍ଷାତ: (୪ ମି.) “କଥାବାର୍ତ୍ତା କିପରି କରିବା ?” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତାʼ ଉପରେ କଥାବାର୍ତ୍ତା ଆଗକୁ ବଢ଼ାନ୍ତୁ । (ଶିଖାଇବା ଅଧ୍ୟୟନ ୩)
ବାଇବଲ ଅଧ୍ୟୟନ: (୫ ମି.) ଜୀବନ ବହି ପାଠ ୫: ଆମେ କʼଣ ଶିଖିଲୁ ?, ଆପଣ କʼଣ କହିବେ ? ଏବଂ ଲକ୍ଷ୍ୟ (ଶିଖାଇବା ଅଧ୍ୟୟନ ୧୯)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ନିଜ ଇଚ୍ଛାରେ ବଳିଦାନ ଚଢ଼ାନ୍ତୁ (ଗୀତ. ୫୪:୬): (୯ ମି.) ଭିଡିଓ ଦେଖାନ୍ତୁ ।
ଯିହୋବାଙ୍କ ମିତ୍ର ହୁଅ—ନିଜଠାରୁ ଅଧିକ ଅନ୍ୟମାନଙ୍କ ବିଷୟରେ ଭାବ: (୬ ମି.) ଆଲୋଚନା; ଭିଡିଓ ଦେଖାନ୍ତୁ । ତାʼପରେ, ଯଦି ସମ୍ଭବ କିଛି ଛୋଟ ପିଲାଙ୍କୁ ପଚାରନ୍ତୁ: ସୋନୁ ଓ ରିଙ୍କିକୁ କʼଣ କରିବାର ଇଚ୍ଛା ଥିଲା, କିନ୍ତୁ ସେମାନେ କʼଣ କଲେ ? ସୋନୁ ଯୀଶୁଙ୍କଠାରୁ କʼଣ ଶିଖିଲା ? ଯିହୋବାଙ୍କୁ ଖୁସି କରିବା ପାଇଁ କିମ୍ବା କାହାରିକୁ ସାହାଯ୍ୟ କରିବା ପାଇଁ କʼଣ ଆପଣ ନିଜ ପସନ୍ଦର କୌଣସି କାମ ଛାଡ଼ିଛନ୍ତି ?
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଜୀବନ ପାଠ ୧୩ ଏବଂ ଅଧିକ ବିବରଣୀ ୧
ଶେଷ ଟିପ୍ପଣୀ (୩ ମି.)
ଗୀତ ୩୨ ଏବଂ ପ୍ରାର୍ଥନା