୪-୧୦ ଜୁଲାଇ
୨ ଶାମୁୟେଲ ୧୮-୧୯
ଗୀତ ୧୩୮ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ବର୍ସିଲ୍ଲୟଙ୍କ ପରି ହୁଅନ୍ତୁ ନିଜ ମର୍ଯ୍ୟାଦାରେ ରହନ୍ତୁ”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
୨ଶାମୁ ୧୯:୨୪-୩୦—ମଫୀବୋଶତ୍ଙ୍କ ଉଦାହରଣରୁ ଆମକୁ କିପରି ସାହସ ମିଳିପାରିବ ? (ପ୍ର୨୦.୦୪-ହି ପୃ ୩୦ ¶୧୯)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି.) ୨ଶାମୁ ୧୯:୩୧-୪୩ (ଶିଖାଇବା ଅଧ୍ୟୟନ ୨)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତର ଭିଡିଓ: (୫ ମି.) ଆଲୋଚନା; ପ୍ରଥମ ସାକ୍ଷାତ: ଖୁସି—ପ୍ରେରି ୨୦:୩୫ ନାମକ ଭିଡିଓ ଦେଖାନ୍ତୁ । ଯେତେବେଳେ ଭିଡିଓରେ ପ୍ରଶ୍ନଗୁଡ଼ିକ ଆସେ, ଭିଡିଓକୁ ପଜ୍ କରନ୍ତୁ ଏବଂ ସେହି ପ୍ରଶ୍ନ ପଚାରନ୍ତୁ ।
ପ୍ରଥମ ସାକ୍ଷାତ: (୩ ମି.) “କଥାବାର୍ତ୍ତା କିପରି କରିବା ?” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତାʼ ଉପରେ କଥାବାର୍ତ୍ତା ଆରମ୍ଭ କରନ୍ତୁ । a କଥାବାର୍ତ୍ତାରେ ସାଧାରଣତଃ ଆସୁଥିବା ଏକ ବାଧାକୁ ପାର କରନ୍ତୁ । (ଶିଖାଇବା ଅଧ୍ୟୟନ ୧)
ଭାଷଣ: (୫ ମି.) ପ୍ର୨୧.୦୮-ହି ପୃ ୨୩-୨୫ ¶୧୫-୧୯—ବିଷୟ: ଯଦି ଆପଣ ଅଧିକ କରିପାରୁ ନାହାନ୍ତି, ତେବେ ଆପଣ କେଉଁ ଲକ୍ଷ୍ୟ ରଖିପାରିବେ ? (ଶିଖାଇବା ଅଧ୍ୟୟନ ୨୦)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“ନୂଆ ସେବା ବର୍ଷ ପାଇଁ ଲକ୍ଷ୍ୟ ରଖନ୍ତୁ—ଅଗ୍ରଦୂତ ସେବା କରନ୍ତୁ”: (୧୫ ମି.) ଆଲୋଚନା; ସାହସୀ ଅଗ୍ରଦୂତ ହୁଅନ୍ତୁ ନାମକ ଭିଡିଓ ଦେଖାନ୍ତୁ ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଜୀବନ ପାଠ ୧୧
ଶେଷ ଟିପ୍ପଣୀ (୩ ମି.)
ଗୀତ ୯୭ ଏବଂ ପ୍ରାର୍ଥନା
a ୧୬ ପୃଷ୍ଠାରେ ଦିଆଯାଇଥିବା ଲେଖା ପଢ଼ନ୍ତୁ ।