ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
କଥାବାର୍ତ୍ତା କିପରି କରିବା ?
ପ୍ରଥମ ସାକ୍ଷାତ
ପ୍ରଶ୍ନ: ଆମେ କିପରି ଜାଣୁ ଯେ ଆମ ଦୁଃଖକଷ୍ଟ ଈଶ୍ୱରଙ୍କ ତରଫରୁ ମିଳିଥିବା ଦଣ୍ଡ ନୁହେଁ ?
ପଦ: ଯାକୁ ୧:୧୩
ଆର ଥରକୁ: ଆମ ଉପରେ ଦୁଃଖକଷ୍ଟ କାହିଁକି ଆସେ ?
ଏହି ପଦକୁ ଶିକ୍ଷା ଉପକରଣ ବକ୍ସରେ ଦେଖନ୍ତୁ:
ପୁନଃସାକ୍ଷାତ
ପ୍ରଶ୍ନ: ଆମ ଉପରେ ଦୁଃଖକଷ୍ଟ କାହିଁକି ଆସେ ?
ପଦ: ୧ଯୋହ ୫:୧୯
ଆର ଥରକୁ: ଆମ ଦୁଃଖକଷ୍ଟ ଦେଖି ଈଶ୍ୱରଙ୍କୁ କିପରି ଲାଗେ ?
ଏହି ପଦକୁ ଶିକ୍ଷା ଉପକରଣ ବକ୍ସରେ ଦେଖନ୍ତୁ: