इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଏଜ୍ରା ଲୋକମାନଙ୍କ ସାମନାରେ ବ୍ୟବସ୍ଥାକୁ ପଢ଼ୁଛନ୍ତି ଓ ଯିହୋବାଙ୍କ ପ୍ରଶଂସା କରୁଛନ୍ତି

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

‘ଯିହୋବା ଦେଉଥିବା ଆନନ୍ଦ ତୁମ୍ଭମାନଙ୍କର ବଳ ଅଟେ’

‘ଯିହୋବା ଦେଉଥିବା ଆନନ୍ଦ ତୁମ୍ଭମାନଙ୍କର ବଳ ଅଟେ’

ଯେବେ ଏଜ୍ରା ବ୍ୟବସ୍ଥାରେ ଲେଖାଥିବା କଥାଗୁଡ଼ିକୁ ପଢ଼ି ଶୁଣାଇବାକୁ ଯାଉଥିଲେ, ତେବେ ଲୋକମାନେ ତାଙ୍କ ଆଗରେ ଏକାଠି ହେଲେ (ନିହି ୮:୧, ୨; ପ୍ର୧୩-ହି ୧୦/୧୫ ପୃ ୨୧-୨୨ ¶୨; ବାହାରେ ଥିବା ଚିତ୍ର ଦେଖନ୍ତୁ)

ଏହି ସମୟରେ ସେମାନଙ୍କୁ ପୂର୍ବେ କରିଥିବା ପାପଗୁଡ଼ିକୁ ମନେପକାଇ କାନ୍ଦିବାର ନ ଥିଲା, ବରଂ ଖୁସିର ସହ ଯିହୋବାଙ୍କ ଉପାସନା କରିବାର ଥିଲା (ନିହି ୮:୯, ୧୧, ୧୨)

ଯିହୋବା ଯେଉଁ ଖୁସି ଦିଅନ୍ତି ତାହା ତାଙ୍କ ସେବକମାନଙ୍କ ପାଇଁ ଗୋଟିଏ ଦୃଢ଼ ବଳ ଅଟେ (ନିହି ୮:୧୦; ପ୍ର୦୭-ହି ୮/୧ ପୃ ୧୭ ¶୯-୧୦)

ନିଜକୁ ପଚାରନ୍ତୁ: ‘ସମସ୍ୟା ସତ୍ତ୍ୱେ ମୋ ପାଖରେ ଖୁସିରେ ରହିବାର କʼଣ କାରଣ ଅଛି ?’