इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଆଜ୍ଞା ନ ମାନିବାର ଖରାପ ପରିଣାମ

ଆଜ୍ଞା ନ ମାନିବାର ଖରାପ ପରିଣାମ

କିଛି ଇସ୍ରାଏଲୀୟମାନେ ଏପରି ସ୍ତ୍ରୀମାନଙ୍କ ସହ ବିବାହ କଲେ ଯେଉଁମାନେ ମୂର୍ତ୍ତିପୂଜା କରୁଥିଲେ (ଏଜ୍ରା ୯:୧, ୨; ପ୍ର୦୬-ହି ୧/୧୫ ପୃ ୨୦ ¶୧)

ଯିହୋବା ଏପରି କରିବା ପାଇଁ ସ୍ପଷ୍ଟ ଭାବେ ମନା କରିଥିଲେ, ତଥାପି ଇସ୍ରାଏଲୀୟମାନେ ତାଙ୍କ ଆଜ୍ଞା ମାନିଲେ ନାହିଁ (ଏଜ୍ରା ୯:୧୦-୧୨)

ଆଜ୍ଞା ନ ମାନିବା ଯୋଗୁଁ ସେମାନଙ୍କୁ ଓ ସେମାନଙ୍କ ପରିବାରକୁ ଅନେକ କଷ୍ଟ ସହିବାକୁ ପଡ଼ିଲା (ଏଜ୍ରା ୧୦:୧୦, ୧୧, ୪୪)

ଯିହୋବା ଯାହା ବି ଆଜ୍ଞା ଦେଇଛନ୍ତି, ସେସବୁ ଆମ ଲାଭ ପାଇଁ ଅଟେ । (ପ୍ର୧୦-ହି ୭/୧ ପୃ ୧୬ ¶୬) ଯଦି ଆମେ ସେଗୁଡ଼ିକୁ ମାନିବା ତେବେ ଆଜି ଆମେ ଅନେକ ସମସ୍ୟାରୁ ରକ୍ଷା ପାଇପାରିବା ଓ ଭବିଷ୍ୟତରେ ଆମକୁ ସବୁଦିନ ପାଇଁ ଅନେକ ଆଶିଷଗୁଡ଼ିକ ମିଳିବ ।

ନିଜକୁ ପଚାରନ୍ତୁ: ‘ଯିହୋବାଙ୍କ ଆଜ୍ଞା ମାନିବା ଯୋଗୁଁ କିପରି ମୁଁ ସମସ୍ୟାରେ ପଡ଼ିବାରୁ ରକ୍ଷା ପାଇଛି ?’