इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ସେମାନେ ଯିହୋବାଙ୍କ ପାଇଁ ଅନେକ ତ୍ୟାଗ କଲେ

ସେମାନେ ଯିହୋବାଙ୍କ ପାଇଁ ଅନେକ ତ୍ୟାଗ କଲେ

କିଛି ପରିବାରକୁ କୁହାଗଲା ଯେ ସେମାନେ ନିଜ ଘର ଓ ଜମିବାଡ଼ି ଛାଡ଼ି ଯିରୂଶାଲମରେ ଯାଇ ରହନ୍ତୁ (ନିହି ୧୧:୧; ପ୍ର୯୮-ହି ୧୦/୧୫ ପୃ ୨୨ ¶୧୩)

ଯେଉଁ ପରିବାରଗୁଡ଼ିକ ଏପରି କଲେ, ସେମାନଙ୍କୁ ଅନ୍ୟ ଇସ୍ରାଏଲୀୟମାନେ ପ୍ରଶଂସା କଲେ ଓ ସେମାନଙ୍କ ପାଇଁ ପ୍ରାର୍ଥନା କଲେ (ନିହି ୧୧:୨; ପ୍ର୮୬-ହି ୩/୧ ପୃ ୨୮)

ଆମେ ଯାହା ବି ତ୍ୟାଗ କରୁ, ଯିହୋବା ସବୁବେଳେ ଆମକୁ ତାʼ ତୁଳନାରେ ଅଧିକ ଆଶିଷ ଦିଅନ୍ତି (ମଲାଖି ୩:୧୦; ପ୍ର୧୬.୦୪-ହି ପୃ ୮ ¶୧୫)

ନିଜକୁ ପଚାରନ୍ତୁ, ‘ଯିହୋବାଙ୍କ ସେବା ପାଇଁ ମୁଁ ଯେଉଁ ତ୍ୟାଗ କରିଛି, ତାʼପାଇଁ ମୋତେ କେଉଁ କେଉଁଆଶିଷଗୁଡ଼ିକ ମିଳିଛି ?’