इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

୨୪-୩୦ ଜୁଲାଇ

ନିହିମୀୟା ୧-୨

୨୪-୩୦ ଜୁଲାଇ
  • ଗୀତ ୪୭ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • ‘ତହୁଁ ମୁଁ ପ୍ରାର୍ଥନା କଲି’”: (୧୦ ମି.)

  • ବହୁମୂଲ୍ୟ ଧନ: (୧୦ ମି.)

    • ନିହି ୨:୪—କʼଣ ଏହା ପ୍ରଥମ ଥର ଥିଲା ଯେବେ ନିହିମୀୟା ଯିରୂଶାଲମର ଖରାପ ପରିସ୍ଥିତି ବିଷୟରେ ପ୍ରାର୍ଥନା କଲେ ? ଏଥିରୁ ଆମେ କʼଣ ଶିଖୁ ? (ପ୍ର୮୬-ହି ୩/୧ ପୃ ୨୮)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?

  • ବାଇବଲ ପଠନ: (୪ ମି.) ନିହି ୨:୧୧-୨୦ (ଶିଖାଇବା ଅଧ୍ୟୟନ ୨)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୪୪

  • ଯିହୋବାଙ୍କ ମିତ୍ର ହୁଅ—କʼଣ ଯିହୋବା ଆମ ପ୍ରାର୍ଥନା ଶୁଣନ୍ତି ?: (୧୫ ମି.) ଆଲୋଚନା; ଭିଡିଓ ଦେଖାନ୍ତୁ । ତାʼପରେ ପ୍ରଶ୍ନ ପଚାରନ୍ତୁ: ଏହି ଭଡିଓରୁ ଆମେ ପ୍ରାର୍ଥନା କରିବା ବିଷୟରେ କʼଣ ଶିଖୁ ?

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଜୀବନ ପାଠ ୫୧

  • ଶେଷ ଟିପ୍ପଣୀ (୩ ମି.)

  • ଗୀତ ୧୦୨ ଏବଂ ପ୍ରାର୍ଥନା