ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
‘ତହୁଁ ମୁଁ ପ୍ରାର୍ଥନା କଲି’
[ନିହିମୀୟା ବହିର ପରିଚୟ ନାମକ ଭିଡିଓ ଦେଖାନ୍ତୁ ।]
ନିହିମୀୟା ରାଜାଙ୍କୁ ଉତ୍ତର ଦେବା ପୂର୍ବରୁ ପ୍ରାର୍ଥନା କଲେ (ନିହି ୨:୨-୪; ପ୍ର୦୮-ହି ୨/୧୫ ପୃ ୩ ¶୫)
ରାଜା, ନିହିମୀୟାଙ୍କ ଅନୁରୋଧ ଶୁଣିଲେ (ନିହି ୨:୫, ୬)
ଚିନ୍ତନ ପାଇଁ: ଯଦି ଆମକୁ କେହି ହଠାତ୍ ଆମ ବିଶ୍ୱାସ ବିଷୟରେ ବୁଝାଇବା ପାଇଁ କହେ, ତେବେ ଆମେ କʼଣ କରିପାରିବା ? —ସେବା ସ୍କୁଲ (ହିନ୍ଦୀ) ପୃ ୧୭୮ ¶୧.