इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଭଲ ସାଙ୍ଗ ବାଛନ୍ତୁ, ଯିହୋବାଙ୍କ ବିଶ୍ୱସ୍ତ ରହନ୍ତୁ

ଭଲ ସାଙ୍ଗ ବାଛନ୍ତୁ, ଯିହୋବାଙ୍କ ବିଶ୍ୱସ୍ତ ରହନ୍ତୁ

ଅମ୍ମୋନୀୟ ଓ ମୋୟାବୀୟ ଲୋକମାନଙ୍କୁ ‘ସମାଜରେ ବା ମଣ୍ଡଳୀରେ ପ୍ରବେଶ କରିବା ପାଇଁ’ ମନା ଥିଲା, କାରଣ ଅତୀତରେ ସେମାନେ ଈଶ୍ୱରଙ୍କ ଲୋକମାନଙ୍କ ବିରୋଧ କରିଥିଲେ (ନିହି. ୧୩:୧, ୨; ଇନସାଇଟ୍‌-୧ ପୃ ୯୫ ¶୫)

ମହାଯାଜକ ଇଲୀୟାଶୀବ୍‌ ଜଣେ ଅମ୍ମୋନୀୟ ବ୍ୟକ୍ତିକୁ ମନ୍ଦିରରେ ଥିବା ଭୋଜନ କରିବାର ଗୋଟିଏ କୋଠରି ବ୍ୟବହାର କରିବା ପାଇଁ ଦେଲେ (ନିହି. ୧୩:୪, ୫; ପ୍ର୧୩-ହି ୮/୧୫ ପୃ ୪ ¶୫-୬)

ଇଲୀୟାଶୀବ୍‌ ଓ ଈଶ୍ୱରଙ୍କ ଶତ୍ରୁମାନଙ୍କ ମଧ୍ୟରେ ଯେଉଁ ଚୁକ୍ତି ହୋଇଥିଲା, ତାହାକୁ ନିହିମୀୟା ଶେଷ କରିଦେଲେ । ଏପରି ଭାବେ ନିହିମୀୟା ଯିହୋବାଙ୍କ ବିଶ୍ୱସ୍ତ ରହିଲେ (ନିହି ୧୩:୭-୯)

ଯଦି ଆମେ ଏପରି ଲୋକମାନଙ୍କ ସହ ସାଙ୍ଗ ହେବା ଯେଉଁମାନେ ଯିହୋବାଙ୍କୁ ପ୍ରେମ କରନ୍ତି ନାହିଁ, ତେବେ କʼଣ ଆମେ ଯିହୋବାଙ୍କ ବିଶ୍ୱସ୍ତ ରହିପାରିବା ?—ପ୍ର୯୬-ହି ୩/୧୫ ପୃ ୧୬ ¶୬.

ନିଜକୁ ପଚାରନ୍ତୁ: ‘ମୁଁ ଯେପରି ସାଙ୍ଗ ବାଛେ, ସେବିଷୟରେ ଯିହୋବା କିପରି ଅନୁଭବ କରନ୍ତି ?’