इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

୩୧ ଜୁଲାଇ–୬ ଅଗଷ୍ଟ

ନିହିମୀୟା ୩-୪

୩୧ ଜୁଲାଇ–୬ ଅଗଷ୍ଟ
  • ଗୀତ ୧୪୩ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ସାକ୍ଷାତ: (୩ ମି.) “କଥାବାର୍ତ୍ତା କିପରି କରିବା ?”ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତାʼ ଉପରେ କଥାବାର୍ତ୍ତା କରନ୍ତୁ । କଥାବାର୍ତ୍ତାରେ ସାଧାରଣତଃ ଆସୁଥିବା ଏକ ବାଧାକୁ ପାର କରନ୍ତୁ । (ଶିଖାଇବା ଅଧ୍ୟୟନ ୩)

  • ପୁନଃସାକ୍ଷାତ: (୪ ମି.) ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ପୁସ୍ତିକାର ଶେଷ ପୃଷ୍ଠା ଉପରେ ଚର୍ଚ୍ଚା କରନ୍ତୁ । ତାʼପରେ ସେହି ବ୍ୟକ୍ତିକୁ ପଚାରନ୍ତୁ ଯେ କʼଣ ସେ ବାଇବଲ ଅଧ୍ୟୟନ କରିବା ପାଇଁ ଚାହିଁବେ । (ଶିଖାଇବା ଅଧ୍ୟୟନ ୧୨)

  • ଭାଷଣ: (୫ ମି.) ରାଜ୍ୟ ସେବା ୧୧/୧୨ ପୃ ୧—ବିଷୟ: ନିଜ ପରିଶ୍ରମର ଭଲ ପରିଣାମ ଦେଖି ଖୁସି ହୁଅନ୍ତୁ । (ଶିଖାଇବା ଅଧ୍ୟୟନ ୧୦)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୯୧

  • ଯିହୋବାଙ୍କ ସାକ୍ଷୀମାନଙ୍କ ସହ କାମ କରିବା: (୮ ମି.) ଆଲୋଚନା; ଭିଡିଓ ଦେଖାନ୍ତୁ । ତାʼପରେ ପ୍ରଶ୍ନ ପଚାରନ୍ତୁ: ଏହି ଭିଡିଓରୁ ଆମେ କʼଣ ଶିଖିଲୁ ? କାମ ଜାଗାରେ ଯଦି ଆମେ ଭଲ ବ୍ୟବହାର ଦେଖାଇବା, ତେବେ ଏଥିରୁ କିପରି ଅନ୍ୟମାନଙ୍କୁ ସାକ୍ଷ୍ୟ ମିଳିବ ?

  • ମଣ୍ଡଳୀର ଆବଶ୍ୟକତା: (୭ ମି.)

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଜୀବନ ପାଠ ୫୨

  • ଶେଷ ଟିପ୍ପଣୀ (୩ ମି.)

  • ଗୀତ ୨୯ ଏବଂ ପ୍ରାର୍ଥନା