୩୧ ଜୁଲାଇ–୬ ଅଗଷ୍ଟ
ନିହିମୀୟା ୩-୪
ଗୀତ ୧୪୩ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“କʼଣ ପରିଶ୍ରମ କଲେ ଆପଣଙ୍କ ସମ୍ମାନ ଚାଲିଯାଏ ?”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
ନିହି ୪:୧୭, ୧୮—ପ୍ରାଚୀରକୁ ପୁଣି ନିର୍ମାଣ କରିବା ସମୟରେ କେବଳ ଗୋଟିଏ ହାତରେ କାମ କରିବା କିପରି ସମ୍ଭବ ଥିଲା ? (ପ୍ର୦୬-ହି ୨/୧ ପୃ ୯ ¶୧)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି.) ନିହି ୩:୧୫-୨୪ (ଶିଖାଇବା ଅଧ୍ୟୟନ ୨)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୩ ମି.) “କଥାବାର୍ତ୍ତା କିପରି କରିବା ?”ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତାʼ ଉପରେ କଥାବାର୍ତ୍ତା କରନ୍ତୁ । କଥାବାର୍ତ୍ତାରେ ସାଧାରଣତଃ ଆସୁଥିବା ଏକ ବାଧାକୁ ପାର କରନ୍ତୁ । (ଶିଖାଇବା ଅଧ୍ୟୟନ ୩)
ପୁନଃସାକ୍ଷାତ: (୪ ମି.) ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ପୁସ୍ତିକାର ଶେଷ ପୃଷ୍ଠା ଉପରେ ଚର୍ଚ୍ଚା କରନ୍ତୁ । ତାʼପରେ ସେହି ବ୍ୟକ୍ତିକୁ ପଚାରନ୍ତୁ ଯେ କʼଣ ସେ ବାଇବଲ ଅଧ୍ୟୟନ କରିବା ପାଇଁ ଚାହିଁବେ । (ଶିଖାଇବା ଅଧ୍ୟୟନ ୧୨)
ଭାଷଣ: (୫ ମି.) ରାଜ୍ୟ ସେବା ୧୧/୧୨ ପୃ ୧—ବିଷୟ: ନିଜ ପରିଶ୍ରମର ଭଲ ପରିଣାମ ଦେଖି ଖୁସି ହୁଅନ୍ତୁ । (ଶିଖାଇବା ଅଧ୍ୟୟନ ୧୦)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଯିହୋବାଙ୍କ ସାକ୍ଷୀମାନଙ୍କ ସହ କାମ କରିବା: (୮ ମି.) ଆଲୋଚନା; ଭିଡିଓ ଦେଖାନ୍ତୁ । ତାʼପରେ ପ୍ରଶ୍ନ ପଚାରନ୍ତୁ: ଏହି ଭିଡିଓରୁ ଆମେ କʼଣ ଶିଖିଲୁ ? କାମ ଜାଗାରେ ଯଦି ଆମେ ଭଲ ବ୍ୟବହାର ଦେଖାଇବା, ତେବେ ଏଥିରୁ କିପରି ଅନ୍ୟମାନଙ୍କୁ ସାକ୍ଷ୍ୟ ମିଳିବ ?
ମଣ୍ଡଳୀର ଆବଶ୍ୟକତା: (୭ ମି.)
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଜୀବନ ପାଠ ୫୨
ଶେଷ ଟିପ୍ପଣୀ (୩ ମି.)
ଗୀତ ୨୯ ଏବଂ ପ୍ରାର୍ଥନା