इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

କʼଣ ପରିଶ୍ରମ କଲେ ଆପଣଙ୍କ ସମ୍ମାନ ଚାଲିଯାଏ ?

କʼଣ ପରିଶ୍ରମ କଲେ ଆପଣଙ୍କ ସମ୍ମାନ ଚାଲିଯାଏ ?

ଇଲିୟାଶୀବ୍‌ ଓ ତାଙ୍କ ଭାଇମାନେ ଏପରି ଭାବିଲେ ନାହିଁ ଯେ ସେମାନେ ମହାଯାଜକ ଓ ଯାଜକ ଅଟନ୍ତି, ତେଣୁ ଯିରୂଶାଲମର ପ୍ରାଚୀର ତିଆରି କରିବା ସେମାନଙ୍କ କାମ ନୁହେଁ (ନିହି ୩:୧)

କିଛି ବଡ଼ ବଡ଼ ଲୋକମାନଙ୍କୁ ‘ବେକ ଦେବା’ ବା କାହାରି ଅଧୀନରେ ରହି କାମ କରିବା ମଞ୍ଜୁର ନ ଥିଲା (ନିହି ୩:୫; ପ୍ର୦୬-ହି ୨/୧ ପୃ ୯-୧୦ ¶୯)

ଏହି କାମ ବହୁତ କଷ୍ଟ ଓ ବିପଦପୂର୍ଣ୍ଣ ଥିଲା, ତଥାପି ଯେଉଁ ସ୍ତ୍ରୀମାନେ ଈଶ୍ୱରଙ୍କ ଆଜ୍ଞା ମାନିଲେ ସେମାନେ ଖୁସିର ସହ ସେହି କାମରେ ସାହାଯ୍ୟ କଲେ (ନିହି ୩:୧୨; ପ୍ର୧୯.୧୦-ହି ପୃ ୨୩ ¶୧୧)

ମଣ୍ଡଳୀରେ ଏପରି ଅନେକ କାମ ଅଛି, ଯାହାକୁ କରିବା ପାଇଁ ବହୁତ ପରିଶ୍ରମ ଲାଗେ କିମ୍ବା ଯାହାକୁ ଛୋଟ କାମ ବୋଲି ମନେ କରାଯାଏ ଓ ଯାହା ହୁଏତ କାହାରିକୁ ଦେଖାଯାଏ ନାହିଁ ।—ପ୍ର୦୪-ହି ୮/୧ ପୃ ୧୮ ¶୧୬.

ନିଜକୁ ପଚାରନ୍ତୁ: ‘ଯଦି ଖୁସିର ଖବର ଯୋଗୁଁ ମୋତେ ଏପରି କିଛି କାମ କରିବା ପାଇଁ କୁହାଯାଏ, ତେବେ ମୁଁ କିପରି ଅନୁଭବ କରେ ?’—୧କରି ୯:୨୩.