इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

କାମରେ ଦଖଲ ଦିଅନ୍ତୁ ନାହିଁ

କାମରେ ଦଖଲ ଦିଅନ୍ତୁ ନାହିଁ

ମନ୍ଦିରକୁ ପୁଣିଥରେ ତିଆରି କରାଯିବା କାମ ଉପରେ କଟକଣା ଲାଗିଥିଲା । ତଥାପି ମହାଯାଜକ ଯେଶୂୟ (ଯିହୋଶୂୟ) ଓ ରାଜ୍ୟପାଳ ସରୁବ୍ବାବିଲ (ଯିରୁବାବ୍ବିଲ) ଏହି କାମ ଆରମ୍ଭ କରାଇଲେ (ଏଜ୍ରା ୫:୧, ୨; ପ୍ର୨୨.୦୩-ହି ପୃ ୧୭ ¶୧୩)

ଯେବେ ବିରୋଧୀମାନେ ଯିହୁଦୀମାନଙ୍କୁ ପଚାରିଲେ ଯେ ସେମାନେ କାହା ଅନୁମତିରେ ଏହି କାମ କରୁଛନ୍ତି, ତେବେ ସେମାନେ କୋରସ୍‌ ରାଜାର ଆଦେଶ ବିଷୟରେ କହିଲେ (ଏଜ୍ରା ୫:୩, ୧୭; ପ୍ର୮୬-ଇଂ ୨/୧ ପୃ ୨୯, ବକ୍ସ ¶୨-୩)

ରାଜା ଯାଞ୍ଚ କରି ଜାଣିଲେ ଯେ ଯିହୁଦୀମାନେ ଠିକ୍‌ କହୁଛନ୍ତି । ତେଣୁ ସେ ବିରୋଧୀମାନଙ୍କୁ ଆଦେଶ ଦେଲେ ଯେ ସେମାନେ ମନ୍ଦିର ନିର୍ମାଣ କାମରେ ଦଖଲ ଦିଅନ୍ତୁ ନାହିଁ । (ଏଜ୍ରା ୬:୭, ୮; ପ୍ର୨୨.୦୩-ହି ପୃ ୧୫ ¶୭)

ଚିନ୍ତନ ପାଇଁ: ଏହି ଘଟଣାରୁ କିପରି ଜଣାପଡ଼େ ଯେ ଆମେ ନେତୃତ୍ୱ ନେଉଥିବା ଭାଇମାନଙ୍କ ସେହି ପରାମର୍ଶଗୁଡ଼ିକୁ ବି ମାନିବା ଉଚିତ୍‌, ଯାହା ହୁଏତ ଆମକୁ ଠିକ୍‌ ଲାଗେ ନାହିଁ ?—ପ୍ର୨୨.୦୩-ହି ପୃ ୧୮-୧୯ ¶୧୬.