इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

୧୨-୧୮ ଅଗଷ୍ଟ

ଗୀତସଂହିତା ୭୩–୭୪

୧୨-୧୮ ଅଗଷ୍ଟ

ଗୀତ ୩୬ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

୧. ଯଦି ଆମେ ଦୁନିଆର ଲୋକମାନଙ୍କୁ ଈର୍ଷା କରିବାକୁ ଲାଗୁ, ତାହେଲେ ଆମକୁ କʼଣ କରିବାକୁ ପଡ଼ିବ ?

(୧୦ ମି.)

ଆମେ ଦୁନିଆର ଲୋକମାନଙ୍କୁ ଈର୍ଷା କରିବାକୁ ଲାଗିପାରୁ (ଗୀତ ୭୩:୩-୫; ପ୍ର୨୦.୧୨-ହି ପୃ ୧୯ ¶୧୪)

ନିଜକୁ ଭାଇଭଉଣୀମାନଙ୍କଠାରୁ ଅଲଗା କରିବା ପରିବର୍ତ୍ତେ, ଯଦି ଆମେ ସେମାନଙ୍କ ସହିତ ମିଳିମିଶି ଯିହୋବାଙ୍କ ଉପାସନା କରିବା, ତେବେ ଦୁନିଆର ଲୋକମାନଙ୍କ ପ୍ରତି ଆମେ ସଠିକ୍‌ ଦୃଷ୍ଟିକୋଣ ରଖିପାରିବା (ଗୀତ ୭୩:୧୭; ହିତୋ ୧୮:୧; ପ୍ର୨୦.୧୨-ହି ପୃ ୧୯-୨୦ ¶୧୫-୧୬)

ଯେଉଁ ଲୋକମାନେ ଈଶ୍ୱରଙ୍କ ସେବା କରନ୍ତି ନାହିଁ, ସେମାନେ “ଖସଡ଼ା ସ୍ଥାନରେ” ଅଛନ୍ତି, କିନ୍ତୁ ଯେଉଁମାନେ ସେବା କରନ୍ତି, ସେମାନଙ୍କୁ “ଗୌରବ” ମିଳିବ (ଗୀତ ୭୩:୧୮, ୧୯, ୨୪; ପ୍ର୧୪-ହି ୪/୧୫ ପୃ ୪ ¶୫; ପ୍ର୧୩-ହି ୨/୧୫ ପୃ ୨୫-୨୬ ¶୩-୫)

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ଗୀତ ୭୪:୧୩, ୧୪—“ଲିବିୟାଥନର” କʼଣ ଅର୍ଥ ହୋଇପାରେ ? (ଇନସାଇଟ୍‌-୨ ପୃ ୨୪୦)

  • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୩ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ସଠିକ୍‌ ସମୟ ଦେଖି କେହି ଚିହ୍ନା ପରିଚିତ ବ୍ୟକ୍ତିଙ୍କୁ କହନ୍ତୁ ଯେ ଆପଣ କିଛି ଦିନ ପୂର୍ବରୁ ହୋଇଥିବା ସଭାରୁ କʼଣ ଶିଖିଲେ ? (ଲୋକଙ୍କୁ ପ୍ରେମ ପାଠ ୨ ପଏଣ୍ଟ ନଂ. ୪)

୫. ପୁଣିଥରେ ଭେଟିବା ସମୟରେ

(୪ ମି.) ସର୍ବସାଧାରଣ ଜାଗାରେ ସାକ୍ଷ୍ୟ ଦେବା । ଘରମାଲିକଙ୍କୁ ପଚାରନ୍ତୁ ଯେ କʼଣ ସେ ବାଇବଲ ଅଧ୍ୟୟନ କରିବା ପାଇଁ ଚାହାନ୍ତି ଆଉ ତାʼପରେ ଏହା କିପରି ହୁଏ ସେବିଷୟରେ କହନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୮ ପଏଣ୍ଟ ନଂ. ୩)

୬. ଅନ୍ୟକୁ ନିଜ ବିଶ୍ୱାସ ବିଷୟରେ ବୁଝାଇବା

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୭୨

୭. ମଣ୍ଡଳୀର ଆବଶ୍ୟକତା

(୧୫ ମି.)

୮. ମଣ୍ଡଳୀର ବାଇବଲ ଅଧ୍ୟୟନ

ଶେଷ ଟିପ୍ପଣୀ (୩ ମି.) | ଗୀତ ୯୮ ଏବଂ ପ୍ରାର୍ଥନା