୧୯-୨୫ ଅଗଷ୍ଟ
ଗୀତସଂହିତା ୭୫–୭୭
ଗୀତ ୧୨୦ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
୧. ଆମକୁ କାହିଁକି ଦେଖେଇ ହେବା ଉଚିତ୍ ନୁହେଁ ?
(୧୦ ମି.)
ଈଶ୍ୱର ଏପରି ଲୋକମାନଙ୍କୁ ପସନ୍ଦ କରନ୍ତି ନାହିଁ ଯେଉଁମାନେ ଦେଖେଇ ହୁଅନ୍ତି (ଗୀତ ୭୫:୪; ୧ ତୀମ ୩:୬; ପ୍ର୧୮.୦୧-ହି ପୃ ୨୮ ୪-୫)
ମଣ୍ଡଳୀରେ ଆମକୁ ଆମ ଦକ୍ଷତା ଯୋଗୁଁ କୌଣସି ଦାୟିତ୍ୱ ମିଳେ ନାହିଁ, ବରଂ ସେଗୁଡ଼ିକ ଯିହୋବାଙ୍କ ତରଫରୁ ଗୋଟିଏ ଉପହାର ଅଟେ (ଗୀତ ୭୫:୫-୭; ପ୍ର୦୬-ହି ୮/୧ ପୃ ୪ ¶୧)
ଯିହୋବା ପୃଥିବୀର ଶାସକମାନଙ୍କ ଭଳି ଦେଖେଇ ହେଉଥିବା ସମସ୍ତ ଲୋକମାନଙ୍କ ଅହଂକାରକୁ ନଷ୍ଟ କରିଦେବେ (ଗୀତ ୭୬:୧୨)
୨. ବହୁମୂଲ୍ୟ ରତ୍ନ
(୧୦ ମି.)
ଗୀତ ୭୬:୧୦—‘ମନୁଷ୍ୟର କ୍ରୋଧରୁ’ ଯିହୋବାଙ୍କ ପ୍ରଶଂସା ହେବ, ଏହା କିପରି ସମ୍ଭବ ? (ପ୍ର୦୬-ହି ୮/୧ ପୃ ୪ ¶୨)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?
୩. ବାଇବଲ ପଠନ
(୪ ମି.) ଗୀତ ୭୫:୧–୭୬:୧୨ (ଶିଖାଇବା ଅଧ୍ୟୟନ ୧୧)
୪. କଥାବାର୍ତ୍ତା ଆରମ୍ଭ କରିବା
(୩ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ସେହି ବ୍ୟକ୍ତିଙ୍କ ଭାଷାରେ jw.org ୱେବସାଇଟ୍ରୁ କୌଣସି ଭିଡିଓ ଦେଖାନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୧ ପଏଣ୍ଟ ନଂ. ୪)
୫. କଥାବାର୍ତ୍ତା ଆରମ୍ଭ କରିବା
(୪ ମି.) ଘର ଘର ପ୍ରଚାର । ଯେବେ ଘରମାଲିକ କହନ୍ତି ଯେ ସେ ଭଗବାନଙ୍କ ଉପରେ ବିଶ୍ୱାସ କରନ୍ତି ନାହିଁ, ତେବେ ନିଜ ବିଷୟ ବଦଳାନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୨ ପଏଣ୍ଟ ନଂ. ୫)
୬. ବାଇବଲ ଅଧ୍ୟୟନ ସମୟରେ
ଗୀତ ୧୨୭
୭. ଯେବେ ଆପଣଙ୍କ ପ୍ରଶଂସା କରାଯାଏ, ତେବେ ବି ବିଶ୍ୱସ୍ତ ରହନ୍ତୁ
(୭ ମି.) ଆଲୋଚନା ।
ଯୀଶୁଙ୍କ ଭଳି ବିଶ୍ୱସ୍ତ ରହନ୍ତୁ—ଯେବେ କେହି ଆପଣଙ୍କ ପ୍ରଶଂସା କରେ ଭିଡିଓ ଦେଖାନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:
ଯେବେ ଅନ୍ୟମାନେ ଭାଇ ସେରଗିଙ୍କ ପ୍ରଶଂସା କଲେ ତେବେ ଭାଇ ଯେପରି ଭାବେ ନମ୍ର ହୋଇ ଉତ୍ତର ଦେଲେ, ସେଥିରୁ ଆପଣ କʼଣ ଶିଖନ୍ତି ?
୮. ସେପ୍ଟେମ୍ବର ମାସରେ ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ପୁସ୍ତିକା କିମ୍ବା ବହିରୁ ବାଇବଲ ଅଧ୍ୟୟନ ଆରମ୍ଭ କରିବାର ବିଶେଷ ଅଭିଯାନ
(୮ ମି.) ସେବା ଅଧ୍ୟକ୍ଷଙ୍କ ଭାଷଣ । ସମସ୍ତଙ୍କୁ ଉତ୍ସାହର ସହ ଅଭିଯାନରେ ଭାଗ ନେବା ପାଇଁ ପ୍ରୋତ୍ସାହନ ଦିଅନ୍ତୁ । କହନ୍ତୁ ଯେ ଆପଣଙ୍କ ମଣ୍ଡଳୀରେ ଅଭିଯାନ କିପରି କରାଯିବ ।
୯. ମଣ୍ଡଳୀର ବାଇବଲ ଅଧ୍ୟୟନ
(୩୦ ମି.) ପ୍ର୨୨.୦୧-ହି ଅଧ୍ୟୟନ ଲେଖା ୧ ¶୧୦-୧୭