୨୪-୩୦ ଡିସେମ୍ବର
ପ୍ରେରିତ ୧୭-୧୮
ଗୀତ ୪୦ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ପ୍ରେରିତ ପାଉଲଙ୍କ ଭଳି ପ୍ରଚାର କରନ୍ତୁ ଏବଂ ଶିଖାନ୍ତୁ”: (୧୦ ମି.)
ପ୍ରେରି ୧୭:୨, ୩—ପାଉଲ ଶାସ୍ତ୍ରରୁ ତର୍କ କରୁଥିଲେ ଏବଂ ଶାସ୍ତ୍ରପଦ ଉଲ୍ଲେଖ କରି ଶିଖାଉଥିଲେ (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)
ପ୍ରେରି ୧୭:୧୭—ପାଉଲ ଯେଉଁଠାରେ ମଧ୍ୟ ଲୋକଙ୍କୁ ଭେଟୁଥିଲେ, ସେମାନଙ୍କୁ ପ୍ରଚାର କରୁଥିଲେ (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)
ପ୍ରେରି ୧୭:୨୨, ୨୩—ପାଉଲ ଲୋକଙ୍କୁ ଧ୍ୟାନର ସହ ଦେଖୁଥିଲେ ଏବଂ ଯେଉଁ ବିଷୟରେ ଲୋକେ ସହମତ ଥିଲେ, ସେବିଷୟରେ କଥା ହେଉଥିଲେ (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)
ପ୍ରେରି ୧୮:୧୮—ପାଉଲ ଯେଉଁ ବ୍ରତ ରଖିଥିଲେ, ସେବିଷୟରେ କʼଣ କୁହାଯାଇପାରିବ? (ପ୍ର୦୮-ହି ୫/୧୫ ୩୨ ¶୫)
ପ୍ରେରି ୧୮:୨୧—ଈଶ୍ୱରଙ୍କ ସେବାରେ ଲକ୍ଷ୍ୟ ହାସଲ କରିବା ସମୟରେ ଆମେ ପାଉଲଙ୍କ ଭଳି କେଉଁ କଥା ଧ୍ୟାନରେ ରଖିବା ଉଚିତ୍? (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)
ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?
ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?
ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍) ପ୍ରେରି ୧୭:୧-୧୫
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ଦ୍ୱିତୀୟ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ । ବାଇବଲ ଅଧ୍ୟୟନ କିପରି ହୁଏ? ନାମକ ଭିଡିଓ ବିଷୟରେ କୁହନ୍ତୁ ଏବଂ ଆଲୋଚନା କରନ୍ତୁ (କିନ୍ତୁ ତାକୁ ଚଲାନ୍ତୁ ନାହିଁ) ।
ତୃତୀୟ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍) କୌଣସି ପଦ ବାଛନ୍ତୁ ଏବଂ ଅଧ୍ୟୟନ ପାଇଁ ବ୍ୟବହୃତ ହେଉଥିବା କୌଣସି ଏକ ପ୍ରକାଶନ ଦିଅନ୍ତୁ ।
ବାଇବଲ ଅଧ୍ୟୟନ: (୬ ମି. କିମ୍ବା ତାʼଠାରୁ କମ୍) ଯିହୋବାଙ୍କ ଇଚ୍ଛା ପାଠ ୭
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଗୀତ ୪୪
ଭଲ ଭାବେ ସୁସମାଚାର ପ୍ରଚାର କରନ୍ତୁ ଏବଂ ଶିଖାନ୍ତୁ: (୧୫ ମି.) ଆଲୋଚନା । ପାରିବାରିକ ଉପାସନା: ପାଉଲ—ସେ ଭଲ ଭାବେ ସୁସମାଚାର ପ୍ରଚାର କଲେ (ହିନ୍ଦୀ) ନାମକ ଭିଡିଓ ଦେଖାନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକ ପଚାରନ୍ତୁ: ଭିଡିଓରେ ଦେଖାଯାଇଥିବା ପରିବାର ପ୍ରଚାର ସେବାର କେଉଁ କ୍ଷେତ୍ରରେ ସୁଧାର ଜରୁରୀ ବୋଲି ଅନୁଭବ କଲେ? ସେମାନେ ପ୍ରଚାର ସେବା ବିଷୟରେ ପାଉଲଙ୍କଠାରୁ କʼଣ ଶିଖିଲେ ଏବଂ ଲାଗୁ କଲେ? ଏଥିରୁ ସେମାନଙ୍କୁ କେଉଁ କେଉଁ ଆଶିଷ ମିଳିଲା? ପାରିବାରିକ ଉପାସନା ପାଇଁ ଆପଣଙ୍କ ପାଖରେ କʼଣ କʼଣ ଉପାୟ ରହିଛି?
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ବାଇବଲର ବାର୍ତ୍ତା ପାଠ ୧୮
ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସଯ୍ତାହର ଏକ ଝଲକ (୩ ମି.)
ଗୀତ ୧୪ ଏବଂ ପ୍ରାର୍ଥନା