इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ପ୍ରେରିତ ୧୯-୨୦

‘ନିଜ ବିଷୟରେ ଓ ସମସ୍ତ ପଲ ବିଷୟରେ ସାବଧାନ ହୋଇଥାଅ’

‘ନିଜ ବିଷୟରେ ଓ ସମସ୍ତ ପଲ ବିଷୟରେ ସାବଧାନ ହୋଇଥାଅ’

୨୦:୨୮, ୩୧, ୩୫

ପ୍ରାଚୀନମାନେ ମନେ ରଖନ୍ତି ଯେ ପଲର ପ୍ରତ୍ୟେକ ମେଷକୁ ଖ୍ରୀଷ୍ଟଙ୍କ ବହୁମୂଲ୍ୟ ରକ୍ତ ଦ୍ୱାରା କିଣାଯାଇଛି । ତେଣୁ ସେମାନେ ପଲକୁ ଖୁଆନ୍ତି, ତାର ରକ୍ଷା କରନ୍ତି ଏବଂ ଯତ୍ନ ନିଅନ୍ତି । ପ୍ରାଚୀନମାନେ ପାଉଲଙ୍କ ଭଳି ପଲର ଦେଖାଶୁଣା କରିବା ପାଇଁ ଅନେକ ତ୍ୟାଗ କରନ୍ତି । ତେଣୁ ଭାଇଭଉଣୀ ସେମାନଙ୍କୁ ହୃଦୟରୁ କୃତଜ୍ଞତା ଦେଖାନ୍ତି ଏବଂ ପ୍ରେମ କରିଥାʼନ୍ତି ।