इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

୩-୯ ଡିସେମ୍ବର

ପ୍ରେରିତ ୯-୧୧

୩-୯ ଡିସେମ୍ବର
  • ଗୀତ ୩୫ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • ଜଣେ ନିଷ୍ଠୁର ଅତ୍ୟାଚାରୀ ଉତ୍ସାହୀ ସାକ୍ଷୀ ହେଲେ”: (୧୦ ମି.)

    • ପ୍ରେରି ୯:୧, ୨—ଶାଉଲ ଯୀଶୁଙ୍କ ଶିଷ୍ୟମାନଙ୍କ ଉପରେ ଘୋର ଅତ୍ୟାଚାର କରୁଥିଲେ [ସାକ୍ଷ୍ୟ ଦିଅ (ହିନ୍ଦୀ) ୬୦ ¶୧-୨]

    • ପ୍ରେରି ୯:୧୫, ୧୬—ଯୀଶୁଙ୍କ ବିଷୟରେ ସାକ୍ଷ୍ୟ ଦେବା ପାଇଁ ଶାଉଲଙ୍କୁ ବଛାଗଲା (ପ୍ରସ୧୬.୦୬-ହି ୭ ¶୪)

    • ପ୍ରେରି ୯:୨୦-୨୨—ଶାଉଲ ଜଣେ ଉତ୍ସାହୀ ସାକ୍ଷୀ ହେଲେ [ସାକ୍ଷ୍ୟ ଦିଅ (ହିନ୍ଦୀ) ୬୪ ¶୧୫]

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ପ୍ରେରି ୯:୪—ଯୀଶୁ ଶାଉଲଙ୍କୁ କାହିଁକି ପଚାରିଲେ: “କାହିଁକି ଆମ୍ଭକୁ ତାଡ଼ନା କରୁଅଛ?” [ସାକ୍ଷ୍ୟ ଦିଅ (ହିନ୍ଦୀ) ୬୦-୬୧ ¶୫-୬]

    • ପ୍ରେରି ୧୦:୬—ପ୍ରେରିତ ପିତର ଜଣେ ଚର୍ମକାରଙ୍କ ଘରେ ରହିବା କାହିଁକି ଧ୍ୟାନ ଦେବାର ବିଷୟ? (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)

    • ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?

    • ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ପ୍ରେରି ୯:୧୦-୨୨

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୪୭

  • ମଣ୍ଡଳୀର ଆବଶ୍ୟକତା: (୮ ମି.)

  • ସଂଗଠନକୁ ମିଳିଥିବା ସଫଳତା: (୭ ମି.) ଡିସେମ୍ବର ମାସର ସଂଗଠନକୁ ମିଳିଥିବା ସଫଳତା ନାମକ ଭିଡିଓ ଦେଖାନ୍ତୁ ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ବାଇବଲର ବାର୍ତ୍ତା ପାଠ ୧୫

  • ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସଯ୍ତାହର ଏକ ଝଲକ (୩ ମି.)

  • ଗୀତ ୧୩୬ ଏବଂ ପ୍ରାର୍ଥନା