इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ପ୍ରେରିତ ୯-୧୧

ଜଣେ ନିଷ୍ଠୁର ଅତ୍ୟାଚାରୀ ଉତ୍ସାହୀ ସାକ୍ଷୀ ହେଲେ

ଜଣେ ନିଷ୍ଠୁର ଅତ୍ୟାଚାରୀ ଉତ୍ସାହୀ ସାକ୍ଷୀ ହେଲେ

୯:୧୫, ୧୬, ୨୦-୨୨

ଶାଉଲ ଯାହା ଶିଖିଲେ, ତାʼ ଅନୁଯାୟୀ ତୁରନ୍ତ ପଦକ୍ଷେପ ନେଲେ । ଅନ୍ୟମାନେ ଆଦୌ ପ୍ରଭାବିତ ନ ହେବା ସତ୍ତ୍ୱେ ଶାଉଲ କାହିଁକି ଏତେ ପ୍ରଭାବିତ ହେଲେ? କାରଣ ସେ ମନୁଷ୍ୟମାନଙ୍କ ଅପେକ୍ଷା ଈଶ୍ୱରଙ୍କୁ ଅଧିକ ଭୟ କରୁଥିଲେ ଏବଂ ଖ୍ରୀଷ୍ଟ ତାଙ୍କ ପ୍ରତି ଯେଉଁ ଦୟା ଦେଖାଇଥିଲେ ତାʼ ପାଇଁ ସେ ବହୁତ କୃତଜ୍ଞ ଥିଲେ । ଯଦି ଆପଣ ବାଇବଲ ଅଧ୍ୟୟନ କରୁଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ବାଯ୍ତିସ୍ମ ନେଇ ନାହାନ୍ତି, ତେବେ କʼଣ ଆପଣ ମଧ୍ୟ ଶାଉଲଙ୍କ ଭଳି ବିଳମ୍ବ ନ କରି ତୁରନ୍ତ ପଦକ୍ଷେପ ନେବେ?