इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପ୍ରଚାର କରିବାର ନମୁନା

ପ୍ରଚାର କରିବାର ନମୁନା

●○○ ପ୍ରଥମ ସାକ୍ଷାତ

ପ୍ରଶ୍ନ: ଈଶ୍ୱର ଆମକୁ କାହିଁକି ସୃଷ୍ଟି କରିଛନ୍ତି?

ପଦ: ଆଦି ୧:୨୭, ୨୮

ଆର ଥରକୁ: ଆମେ କାହିଁକି ଭରସା ରଖିପାରିବା ଯେ ଈଶ୍ୱର ନିଜ ପ୍ରତିଜ୍ଞା ପୂରଣ କରିବେ?

○●○ ପ୍ରଥମ ପୁନଃସାକ୍ଷାତ

ପ୍ରଶ୍ନ: ଆମେ କାହିଁକି ଭରସା ରଖିପାରିବା ଯେ ଈଶ୍ୱର ନିଜ ପ୍ରତିଜ୍ଞା ପୂରଣ କରିବେ?

ପଦ: ଯିହୋ ୨୧:୪୫

ଆର ଥରକୁ: ଈଶ୍ୱର ଭବିଷ୍ୟତରେ କʼଣ କରିବେ ବୋଲି ପ୍ରତିଜ୍ଞା କରିଛନ୍ତି?

○○● ଦ୍ୱିତୀୟ ପୁନଃସାକ୍ଷାତ

ପ୍ରଶ୍ନ: ଈଶ୍ୱର ଭବିଷ୍ୟତରେ କʼଣ କରିବେ ବୋଲି ପ୍ରତିଜ୍ଞା କରିଛନ୍ତି?

ପଦ: ପ୍ରକା ୨୧:୪

ଆର ଥରକୁ: ସେହି ସୁନ୍ଦର ଭବିଷ୍ୟତ ପାଇବା ପାଇଁ ଆମକୁ କʼଣ କରିବାକୁ ହେବ?