इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

୧୬-୨୨ ଡିସେମ୍ବର

ପ୍ରକାଶିତ ବାକ୍ୟ ୧୩-୧୬

୧୬-୨୨ ଡିସେମ୍ବର
  • ଗୀତ ୫୫ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • ଭୟଙ୍କର ପଶୁଗୁଡ଼ିକୁ ଡରନ୍ତୁ ନାହିଁ”: (୧୦ ମି.)

    • ପ୍ରକା ୧୩:୧, ୨—ସର୍ପ ଦଶ ଶୃଙ୍ଗ ଓ ସପ୍ତ ମସ୍ତକ ଥିବା ପଶୁକୁ କ୍ଷମତା ଦିଏ (ପ୍ର୧୨-ହି ୬/୧୫ ୮ ¶୬)

    • ପ୍ରକା ୧୩:୧୧, ୧୫—ଦୁଇ ଶୃଙ୍ଗ ଥିବା ପଶୁ ପ୍ରଥମ ପଶୁର ପ୍ରତିମାରେ ଜୀବନ ଭରିଦିଏ (ରେଭେଲେସନ୍‌ ୧୯୪ ¶୨୬; ୧୯୫ ¶୩୦-୩୧)

    • ପ୍ରକା ୧୩:୧୬, ୧୭—ପଶୁର ଚିହ୍ନ ଧାରଣ କରନ୍ତୁ ନାହିଁ (ପ୍ର୦୯-ହି ୨/୧୫ ୪ ¶୨)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ପ୍ରକା ୧୬:୧୩, ୧୪—“ସର୍ବଶକ୍ତିମାନ ଈଶ୍ୱରଙ୍କ ମହାଦିନର ଯୁଦ୍ଧ ନିମନ୍ତେ” ରାଷ୍ଟ୍ରଗୁଡ଼ିକୁ କିପରି ଏକତ୍ର କରାଯିବ ? (ପ୍ର୦୯-ହି ୨/୧୫ ୪ ¶୫)

    • ପ୍ରକା ୧୬:୨୧—ଶୟତାନର ଜଗତର ଅନ୍ତ ହେବାର ଠିକ୍‌ ପୂର୍ବରୁ ଆମେ କେଉଁ ବାର୍ତ୍ତାର ଘୋଷଣା କରିବା ? (ପ୍ର୦୧୫-ହି ୭/୧୫ ୧୬ ¶୯)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ ?

    • ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ପ୍ରକା ୧୬:୧-୧୬ (ଶିଖାଇବା  ଅଧ୍ୟୟନ ୧୦)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ