୨୩-୨୯ ଡିସେମ୍ବର
ପ୍ରକାଶିତ ବାକ୍ୟ ୧୭-୧୯
ଗୀତ ୧୪୯ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଈଶ୍ୱରଙ୍କ ଯୁଦ୍ଧ ସମସ୍ତ ଯୁଦ୍ଧକୁ ସମାପ୍ତ କରେ”: (୧୦ ମି.)
ପ୍ରକା ୧୯:୧୧, ୧୪-୧୬—ଖ୍ରୀଷ୍ଟ ଯୀଶୁ ଯିହୋବାଙ୍କ ତରଫରୁ ସତ୍ୟରେ ନ୍ୟାୟ କରିବେ (ପ୍ର୦୮-ଇଂ ୪/୧ ୮ ¶୩-୪; ଇନସାଇଟ୍-୧ ୧୧୪୬ ¶୧)
ପ୍ରକା ୧୯:୧୯, ୨୦—ପଶୁ ଓ ଭଣ୍ଡ ଭାବବାଦୀଙ୍କୁ ବିନାଶ କରି ଦିଆଯିବ (ରେଭେଲେସନ୍ ୨୮୬ ¶୨୪)
ପ୍ରକା ୧୯:୨୧—ଯିହୋବାଙ୍କ ଶାସନ କରିବାର ଅଧିକାରକୁ ବିରୋଧ କରୁଥିବା ଲୋକମାନଙ୍କୁ ବିନାଶ କରି ଦିଆଯିବ (ରେଭେଲେସନ୍ ୨୮୬ ¶୨୫)
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)
ପ୍ରକା ୧୭:୮—ଆମେ କିପରି ଜାଣୁ ଯେ ପଶୁ “ଥିଲା, ଏବେ ନାହିଁ ଓ ପରେ ଆସିବ” ? (ରେଭେଲେସନ୍ ୨୪୭-୨୪୮ ¶୫-୬)
ପ୍ରକା ୧୭:୧୬, ୧୭—ଆମେ କିପରି ଜାଣୁ ଯେ ମିଥ୍ୟା ଧର୍ମ ସେମିତି ହିଁ ଧୀରେ ଧୀରେ ଲୁପ୍ତ ହେବ ନାହିଁ ? (ପ୍ର୧୨-ହି ୬/୧୫ ୧୮ ¶୧୭)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ ?
ଏହି ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ ?
ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍) ପ୍ରକା ୧୭:୧-୧୧ (ଶିଖାଇବା ଅଧ୍ୟୟନ ୫)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ଦ୍ୱିତୀୟ ପୁନଃସାକ୍ଷାତର ଭିଡିଓ: (୫ ମି.) ଭିଡିଓ ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ ।
ଦ୍ୱିତୀୟ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ । (ଶିଖାଇବା ଅଧ୍ୟୟନ ୮)
ବାଇବଲ ଅଧ୍ୟୟନ: (୫ ମି. କିମ୍ବା ତାʼଠାରୁ କମ୍) ଯିହୋବାଙ୍କ ଇଚ୍ଛା ପାଠ ୮ (ଶିଖାଇବା ଅଧ୍ୟୟନ ୧୩)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଯିହୋବା, ଦେ ସାହସ: (୧୫ ମି.) ଆଲୋଚନା । ପ୍ରସାରଣର ଗୀତରୁ ଯିହୋବା, ଦେ ସାହସ ଭିଡିଓ ଦେଖାନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ: ଜୀବନର କେଉଁ କେଉଁ ପରିସ୍ଥିତିରେ ଆମକୁ ସାହସ ଆବଶ୍ୟକ ହୁଏ ? ବାଇବଲର କେଉଁ ଘଟଣାଗୁଡ଼ିକ ପଢ଼ିଲେ ଆପଣଙ୍କ ସାହସ ବଢ଼ିଯାଏ ? କିଏ ଆମ ସହିତ ଅଛନ୍ତି ? ଏହି ଭାଗର ଶେଷରେ ସମସ୍ତଙ୍କୁ ଉତ୍ସାହିତ କରନ୍ତୁ ଯେ ସେମାନେ ଠିଆ ହୋଇ “ଯିହୋବା, ଦେ ସାହସ” ଗୀତ ଗାଇବେ (ସଭା ପାଇଁ ଗୀତ) ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଆମକୁ ଶିଖାଏ ଅଧ୍ୟା ୧୫ ¶୧୧-୧୮, ଅଧିକ ବିବରଣୀ—୧୪, ୧୭, ୧୮
ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସପ୍ତାହର ଏକ ଝଲକ (୩ ମି.)
ଗୀତ ୧୨୨ ଏବଂ ପ୍ରାର୍ଥନା