इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

୨-୮ ଡିସେମ୍ବର

ପ୍ରକାଶିତ ବାକ୍ୟ ୭-୯

୨-୮ ଡିସେମ୍ବର
  • ଗୀତ ୬୩ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • ଅଗଣିତ ଏକ ମହା ଜନତା ଯିହୋବାଙ୍କଠାରୁ ଆଶିଷ ପାଆନ୍ତି:(୧୦ ମି.)

    • ପ୍ରକା ୭:୯—“ମହା ଜନତା” ଯିହୋବାଙ୍କ ସିଂହାସନ ସମ୍ମୁଖରେ ଦଣ୍ଡାୟମାନ ହୋଇଛନ୍ତି (ଇନସାଇଟ୍‌-୧ ୯୯୭ ¶୧)

    • ପ୍ରକା ୭:୧୪—ମହା ଜନତା “ମହାକ୍ଳେଶରୁ” ରକ୍ଷା ପାଇବ (ଇନସାଇଟ୍‌-୨ ୧୧୨୭ ¶୪)

    • ପ୍ରକା ୭:୧୫-୧୭—ମହା ଜନତା ଭବିଷ୍ୟତରେ ଏହି ପୃଥିବୀରେ ଆଶିଷ ପାଇବ (ଇନସାଇଟ୍‌-୧ ୯୯୬-୯୯୭)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ପ୍ରକା ୭:୧—‘ପୃଥିବୀର ଚାରି କୋଣରେ ଠିଆ ହୋଇଥିବା ଚାରି ଜଣ ଦୂତ’ ଏବଂ “ଚାରି ବାୟୁ” କାହାକୁ ସୂଚାଏ ? (ରେଭେଲେସନ୍‌ ୧୧୫ ¶୪)

    • ପ୍ରକା ୯:୧୧—“ପାତାଳକୁଣ୍ଡର ଦୂତ” କିଏ ? (ଇନସାଇଟ୍‌-୧ ୧୨)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ ?

    • ଏହି ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ପ୍ରକା ୭:୧-୧୨ (ଶିଖାଇବା  ଅଧ୍ୟୟନ ୫)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୯୩

  • ମଣ୍ଡଳୀର ଆବଶ୍ୟକତା (୮ ମି.)

  • ସଂଗଠନକୁ ମିଳିଥିବା ସଫଳତା: (୭ ମି.) ଡିସେମ୍ବର ମାସର ସଂଗଠନକୁ ମିଳିଥିବା ସଫଳତା  ଭିଡିଓ ଦେଖାନ୍ତୁ ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଆମକୁ ଶିଖାଏ  ଅଧ୍ୟା ୧୪ ¶୧-୧୦

  • ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସପ୍ତାହର ଏକ ଝଲକ (୩ ମି.)

  • ଗୀତ ୧୩୨ ଏବଂ ପ୍ରାର୍ଥନା