ଅଗଣିତ ଏକ ମହା ଜନତା ଯିହୋବାଙ୍କଠାରୁ ଆଶିଷ ପାଆନ୍ତି
ଯିହୋବା କାହିଁକି ମହା ଜନତାକୁ ଆଶିଷ ଦିଅନ୍ତି ?
-
ସେମାନେ [ଯିହୋବାଙ୍କ] ‘ସିଂହାସନ ସମ୍ମୁଖରେ ଦଣ୍ଡାୟମାନ ହୋଇଅଛନ୍ତି’ ଅର୍ଥାତ୍ ଯିହୋବାଙ୍କ ଶାସନ କରିବାର ଅଧିକାରକୁ ସମ୍ପୂର୍ଣ୍ଣ ରୂପେ ସମର୍ଥନ କରନ୍ତି
-
ସେମାନେ “ଶୁକ୍ଳ ବସ୍ତ୍ର” ପିନ୍ଧିଛନ୍ତି, ଯାହା ଦେଖାଏ ଯେ ସେମାନେ ଯିହୋବାଙ୍କ ଦୃଷ୍ଟିରେ ଶୁଦ୍ଧ ଓ ଧାର୍ମିକ ଅଟନ୍ତି, କାରଣ ସେମାନେ ଖ୍ରୀଷ୍ଟଙ୍କ ବଳିଦାନ ଉପରେ ବିଶ୍ୱାସ କରନ୍ତି
-
ସେମାନେ “ଦିବାରାତ୍ର ତାହାଙ୍କର ଉପାସନା କରନ୍ତି,” ଅର୍ଥାତ୍ ସେମାନେ ଅତି ଆଗ୍ରହର ସହ ଏବଂ ଲାଗାତାର ତାହାଙ୍କର ଉପାସନା କରନ୍ତି
ମହା ଜନତାର ଭାଗ ହେବା ପାଇଁ ମତେ କʼଣ କରିବାକୁ ହେବ ?