इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ପ୍ରକାଶିତ ବାକ୍ୟ ୨୦-୨୨

“ଦେଖ ! ଆମ୍ଭେ ସମସ୍ତ ବିଷୟ ନୂତନ କରୁଅଛୁ”

“ଦେଖ ! ଆମ୍ଭେ ସମସ୍ତ ବିଷୟ ନୂତନ କରୁଅଛୁ”

୨୧:୧-୫

ଯିହୋବା ସମସ୍ତ ବିଷୟ ନୂତନ କରିବାକୁ ପ୍ରତିଜ୍ଞା କରିଛନ୍ତି ।

  • “ଏକ ନୂତନ ଆକାଶମଣ୍ଡଳ”: ଏପରି ଏକ ସରକାର ଯାହା ଏ ପୃଥିବୀରେ ଉତ୍ତମ ପରିସ୍ଥିତି ଆଣିବ

  • “ଏକ ନୂତନ ପୃଥିବୀ”: ଏପରି ଏକ ସମାଜ ଯାହା ଈଶ୍ୱରଙ୍କ ଶାସନର ଅଧୀନରେ ରହିବ ଏବଂ ଲୋକେ ଈଶ୍ୱରଙ୍କ ଧାର୍ମିକତାର ମାନଦଣ୍ଡଗୁଡ଼ିକ ଅନୁଯାୟୀ ଜୀବନଯାପନ କରିବେ

  • “ସମସ୍ତ ବିଷୟ ନୂତନ”: ପ୍ରତ୍ୟେକ ପ୍ରକାରର ଶାରୀରିକ, ମାନସିକ ଓ ଦୁଃଖଭରା ସ୍ମୃତିଗୁଡ଼ିକ ଆଉ ମନେ ପଡ଼ିବ ନାହିଁ । ଦିନ ପରେ ଦିନ ଯେପରି ବିତି ଚାଲିବ, ଲୋକେ ମଧୁର ସ୍ମୃତିଗୁଡ଼ିକର ଆନନ୍ଦ ନେବେ