इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ପ୍ରକାଶିତ ବାକ୍ୟ ୧୦-୧୨

“ଦୁଇ ସାକ୍ଷୀଙ୍କୁ” ବଧ କରାଯାଏ ଏବଂ ପୁଣି ଜୀବିତ କରାଯାଏ

“ଦୁଇ ସାକ୍ଷୀଙ୍କୁ” ବଧ କରାଯାଏ ଏବଂ ପୁଣି ଜୀବିତ କରାଯାଏ

୧୧:୩-୧୧

  • “ଦୁଇ ସାକ୍ଷୀ”: ଅଭିଷିକ୍ତ ଭାଇମାନଙ୍କର ଏକ ଛୋଟ ସମୂହ, ଯାହା ୧୯୧୪ ମସିହାରେ ନେତୃତ୍ୱ ନେଉଥିଲା । ସେସମୟରେ ଈଶ୍ୱରଙ୍କ ରାଜ୍ୟ ସ୍ଥାପିତ ହୋଇଥିଲା

  • ସେମାନଙ୍କୁ ବଧ କରାଗଲା: ସେମାନେ “ଚଟ ପରିଧାନ କରି” ସାଢ଼େ ତିନି ବର୍ଷ ପର୍ଯ୍ୟନ୍ତ ପ୍ରଚାର କଲେ । ଏହାପରେ ସେମାନଙ୍କୁ “ବଧ” କରାଗଲା, ଅର୍ଥାତ୍‌ ସେମାନଙ୍କୁ ଜେଲରେ ରଖାଗଲା ଏବଂ ସେମାନଙ୍କ କାମଗୁଡ଼ିକ ଉପରେ କଟକଣା ଜାରି କରାଗଲା

  • ସେମାନଙ୍କୁ ପୁଣିଥରେ ଜୀବିତ କରାଗଲା: ସାଢ଼େ ତିନି ଦିନ (ଯାହା ଲାକ୍ଷଣିକ ଥିଲା) ପରେ ସେମାନଙ୍କୁ ପୁଣିଥରେ ଜୀବିତ କରାଗଲା, ଅର୍ଥାତ୍‌ ସେମାନେ ଜେଲରୁ ମୁକ୍ତ ହେଲେ ଏବଂ ପୁଣି ପ୍ରଚାର କାମର ନେତୃତ୍ୱ ନେବାକୁ ଲାଗିଲେ