ପ୍ରଚାର କରିବାର ନମୁନା
●○○ ପ୍ରଥମ ସାକ୍ଷାତ
ପ୍ରଶ୍ନ: ଜୀବନରେ ଖୁସିରେ ରହିବା ପାଇଁ ଆମେ ଉତ୍ତମ ପରାମର୍ଶ କେଉଁଠୁ ପାଇପାରିବା ?
ପଦ: ଗୀତ ୧:୧, ୨
ଆର ଥରକୁ: ଧନ ସମ୍ପତ୍ତି ପଛରେ ଗୋଡ଼ାଇଲେ କିପରି ଆମକୁ ଖୁସି ମିଳେ ନାହିଁ ?
○●○ ପ୍ରଥମ ପୁନଃସାକ୍ଷାତ
ପ୍ରଶ୍ନ: ଧନ ସମ୍ପତ୍ତି ପଛରେ ଗୋଡ଼ାଇଲେ କିପରି ଆମକୁ ଖୁସି ମିଳେ ନାହିଁ ?
ପଦ: ୧ତୀମ ୬:୯, ୧୦
ଆର ଥରକୁ: ଭଲ ବିଷୟଗୁଡ଼ିକ ପ୍ରତି ଧ୍ୟାନ ଦେଲେ କʼଣ ଲାଭ ହୁଏ ?
○○● ଦ୍ୱିତୀୟ ପୁନଃସାକ୍ଷାତ
ପ୍ରଶ୍ନ: ଭଲ ବିଷୟଗୁଡ଼ିକ ପ୍ରତି ଧ୍ୟାନ ଦେଲେ କʼଣ ଲାଭ ହୁଏ ?
ପଦ: ହିତୋ ୧୭:୨୨
ଆର ଥରକୁ: ସମସ୍ୟା ସତ୍ତ୍ୱେ ଏକ ପରିବାର କିପରି ଖୁସିରେ ରହିପାରିବ ?