ପ୍ରଚାର କରିବାର ନମୁନା
●○ ପ୍ରଥମ ସାକ୍ଷାତ
ପ୍ରଶ୍ନ: ଜୀବନରେ ଖୁସିରେ ରହିବା ପାଇଁ ଆମେ ଉତ୍ତମ ପରାମର୍ଶ କେଉଁଠୁ ପାଇପାରିବା ?
ପଦ: ଗୀତ ୧:୧, ୨
ଆର ଥରକୁ: ଧନ ସମ୍ପତ୍ତି ପଛରେ ଗୋଡ଼ାଇଲେ କʼଣ ହୋଇପାରେ ?
○● ପୁନଃସାକ୍ଷାତ
ପ୍ରଶ୍ନ: ଧନ ସମ୍ପତ୍ତି ପଛରେ ଗୋଡ଼ାଇଲେ କʼଣ ହୋଇପାରେ ?
ପଦ: ୧ତୀମ ୬:୯, ୧୦
ଆର ଥରକୁ: ଭଲ ବିଷୟଗୁଡ଼ିକ ପ୍ରତି ଧ୍ୟାନ ଦେଲେ କʼଣ ଲାଭ ହୁଏ ?