୨୧-୨୭ ଡିସେମ୍ବର
ଲେବୀ ପୁସ୍ତକ ୧୪-୧୫
ଗୀତ ୧୨୨ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଯିହୋବା ଚାହାନ୍ତି ଯେ ତାହାଙ୍କ ଉପାସକମାନେ ଶୁଦ୍ଧ ରହନ୍ତୁ”: (୧୦ ମି.)
ଲେବୀ ୧୫:୧୩-୧୫—ପୁରୁଷମାନେ ନିଜକୁ ଶୁଦ୍ଧ କରିବାର ଥିଲା (ଇନସାଇଟ୍-୧ ପୃ ୨୬୩)
ଲେବୀ ୧୫:୨୮-୩୦—ସ୍ତ୍ରୀଲୋକମାନେ ନିଜକୁ ଶୁଦ୍ଧ କରିବାର ଥିଲା (ଇନସାଇଟ୍-୨ ପୃ ୩୭୨ ¶୨)
ଲେବୀ ୧୫:୩୧—ଯିହୋବା ଚାହାନ୍ତି ଯେ ତାହାଙ୍କ ଲୋକମାନେ ଶୁଦ୍ଧ ଉପାସନା କରନ୍ତୁ (ଇନସାଇଟ୍-୧ ପୃ ୧୧୩୩)
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୧୦ ମି.)
ଲେବୀ ୧୪:୧୪, ୧୭, ୨୫, ୨୮—ଜଣେ ବ୍ୟକ୍ତିର ଡାହାଣ କାନରେ ଏବଂ ହାତ ଓ ଗୋଡ଼ର ବୁଢ଼ା ଆଙ୍ଗୁଠିରେ ରକ୍ତ କିମ୍ବା ତେଲ ଲଗାଇବାର ଅର୍ଥ କʼଣ ଥିଲା ? (ଇନସାଇଟ୍-୧ ପୃ ୬୬୫ ¶୫; ପ୍ର୧୪-ହି ୧୧/୧୫ ପୃ ୯ ¶୭)
ଲେବୀ ୧୪:୪୩-୪୫—କ୍ଷୟ କୁଷ୍ଠ ବିଷୟରେ ଯେଉଁ ନିୟମ ଥିଲା, ସେଥିରୁ ଇସ୍ରାଏଲୀୟମାନେ ଯିହୋବାଙ୍କ ବିଷୟରେ କʼଣ ଶିଖିପାରୁଥିଲେ ? (ସଜା-ହି ୪/୦୬ ପୃ ୧୨, ବକ୍ସ)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି. କିମ୍ବା କମ୍) ଲେବୀ ୧୪:୧-୧୮ (ଶିଖାଇବା ଅଧ୍ୟୟନ ୫)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୩ ମି. କିମ୍ବା କମ୍) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ତାʼପରେ ବ୍ୟକ୍ତି ଜଣକ ଯେଉଁ ବିଷୟ ଉପରେ ଆଗ୍ରହ ଦେଖାନ୍ତି, ତାʼ ସହ ଜଡ଼ିତ କୌଣସି ପତ୍ରିକା ଦିଅନ୍ତୁ । (ଶିଖାଇବା ଅଧ୍ୟୟନ ୧୬)
ପୁନଃସାକ୍ଷାତ: (୪ ମି. କିମ୍ବା କମ୍) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ତାʼପରେ ଯିହୋବାଙ୍କ ସାକ୍ଷୀ—ଆମେ କିଏ ଅଟୁ ? ଭିଡିଓ ଦେଖାନ୍ତୁ (କିନ୍ତୁ ଚଲାନ୍ତୁ ନାହିଁ) ଏବଂ ଆଲୋଚନା କରନ୍ତୁ । (ଶିଖାଇବା ଅଧ୍ୟୟନ ୧୧)
ବାଇବଲ ଅଧ୍ୟୟନ: (୫ ମି. କିମ୍ବା କମ୍) ଖୁସିର ଖବର ପାଠ ୧୧ ¶୬-୭ (ଶିଖାଇବା ଅଧ୍ୟୟନ ୧୯)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“ଯାହା କେବେ ହେବ ନାହିଁ ପୁରୁଣା !”: (୧୦ ମି.) ଆଲୋଚନା
ସଂଗଠନକୁ ମିଳିଥିବା ସଫଳତା: (୫ ମି.) ଡିସେମ୍ବର ମାସର ସଂଗଠନକୁ ମିଳିଥିବା ସଫଳତା ଭିଡିଓ ଦେଖାନ୍ତୁ ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି. କିମ୍ବା କମ୍) ପ୍ରେମରେ ସ୍ଥିର ଅଧ୍ୟା ୧୩ ¶୧୩-୨୨, ଅଧିକ ବିବରଣୀ—୨୮, ୨୯
ଶେଷ ଟିପ୍ପଣୀ (୩ ମି. କିମ୍ବା କମ୍)
ଗୀତ ୧୧୭ ଏବଂ ପ୍ରାର୍ଥନା