ପରିବାରଠାରୁ ବେଶି ଯିହୋବାଙ୍କୁ ପ୍ରେମ କରନ୍ତୁ
ଯିହୋବା ହାରୋଣଙ୍କୁ କହିଥିଲେ ଯେ ସେ ନିଜ ପୁଅମାନଙ୍କ ମୃତ୍ୟୁକୁ ନେଇ ଶୋକ ନ କରନ୍ତୁ । ଏଥିରୁ ଆମକୁ ଏକ ମହତ୍ତ୍ୱପୂର୍ଣ୍ଣ ଶିକ୍ଷା ମିଳେ । ଯଦି ଆମର କୌଣସି ପରିବାର ସଦସ୍ୟ କିମ୍ବା ସମ୍ପର୍କୀୟଙ୍କୁ ବହିଷ୍କାର କରାଯାଇଛି, ତେବେ ଆମେ ତାଙ୍କ ସହ କୌଣସି ସମ୍ପର୍କ ରଖିବା ଉଚିତ୍ ନୁହେଁ । ତାଙ୍କଠାରୁ ଅଧିକ ଆମେ ଯିହୋବାଙ୍କୁ ପ୍ରେମ କରିବା ଉଚିତ୍ ।
ଯେଉଁ ବ୍ୟକ୍ତିମାନଙ୍କୁ ବହିଷ୍କାର କରାଯାଇଛି, ସେମାନଙ୍କ ସହ ମିଳାମିଶା ନ କଲେ ଆମକୁ କେଉଁ କେଉଁ ଆଶିଷ ମିଳିବ ?—୧କରି ୫:୧୧; ୨ଯୋହ ୧୦, ୧୧