୧୫-୨୧ ନଭେମ୍ବର
ଯିହୋଶୂୟ ୨୩–୨୪
ଗୀତ ୫୦ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଯିହୋଶୂୟଙ୍କ ଶେଷ ଉପଦେଶ”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
ଯିହୋ ୨୪:୨—ଅବ୍ରହାମଙ୍କ ପିତା ତେରହ କʼଣ ମୂର୍ତ୍ତିପୂଜା କରୁଥିଲେ ? (ପ୍ର୦୪-ହି ୧୨/୧ ପୃ ୧୨ ¶୨)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି.) ଯିହୋ ୨୪:୧୯-୩୩ (ଶିଖାଇବା ଅଧ୍ୟୟନ ୧୧)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୩ ମି.) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ । ସାଧାରଣତଃ ଲୋକେ କଥାବାର୍ତ୍ତା ରୋକିବା ପାଇଁ ଯାହା କହନ୍ତି, ତାʼର ଉତ୍ତର ଦିଅନ୍ତୁ । (ଶିଖାଇବା ଅଧ୍ୟୟନ ୨)
ପୁନଃସାକ୍ଷାତ: (୪ ମି.) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ତାʼପରେ ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ପୁସ୍ତିକା ଦିଅନ୍ତୁ । (ଶିଖାଇବା ଅଧ୍ୟୟନ ୨୦)
ବାଇବଲ ଅଧ୍ୟୟନ: (୫ ମି.) ଜୀବନ ପୁସ୍ତିକା ପାଠ ୦୧ ଆମେ କʼଣ ଶିଖିଲୁ ?, ଆପଣ କʼଣ କହିବେ ?, ଓ ଲକ୍ଷ୍ୟ (ଶିଖାଇବା ଅଧ୍ୟୟନ ୩)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
କାମ ଜାଗାରେ ଖରାପ ସଙ୍ଗତିଠାରୁ ଦୂରେଇ ରହନ୍ତୁ (୭ ମି.) ଆଲୋଚନା; ବିଶ୍ୱସ୍ତତାକୁ ଦୁର୍ବଳ କରୁଥିବା କାମରୁ ଦୂରେଇ ରହନ୍ତୁ—ଖରାପ ସଙ୍ଗତି ନାମକ ଭିଡିଓ ଦେଖାନ୍ତୁ । ତାʼପରେ ପ୍ରଶ୍ନ ପଚାରନ୍ତୁ: ଖରାପ ସଙ୍ଗତି କରିବା ଯୋଗୁଁ ଭଉଣୀଙ୍କ ଉପରେ କʼଣ ପ୍ରଭାବ ପଡ଼ିଲା ? ସେ କେଉଁ ପଦକ୍ଷେପ ନେଲେ ଓ ତାଙ୍କୁ କʼଣ ଲାଭ ହେଲା ? ଏହି ଭିଡିଓରୁ ଆପଣ କʼଣ ଶିଖିଲେ ?
ଅଜଣା ଜାଗାରେ ସାଙ୍ଗ ଖୋଜନ୍ତୁ: (୮ ମି.) ଆଲୋଚନା; ଭିଡିଓ ଦେଖାନ୍ତୁ । ତାʼପରେ ପ୍ରଶ୍ନ ପଚାରନ୍ତୁ: ଅଖିଳ କେଉଁ କାରଣରୁ ଖରାପ ସଙ୍ଗତିରେ ପଡ଼ିଲେ ? ମଣ୍ଡଳୀରେ ସେ ଭଲ ସାଙ୍ଗ କିପରି ପାଇଲେ ? ଏହି ଭିଡିଓରୁ ଆପଣ କʼଣ ଶିଖିଲେ ?
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଖୁସିର ଖବର ପାଠ ୧୦, ପ୍ରଶ୍ନ ୧; ୨; ୩ (ବୁଲେଟ୍ ପଏଣ୍ଟସ୍ ୧-୨) ପୃ ୨୦-୨୧
ଶେଷ ଟିପ୍ପଣୀ (୩ ମି.)
ଗୀତ ୧୫୦ ଏବଂ ପ୍ରାର୍ଥନା