ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
ଯିହୋବା ବୁଦ୍ଧିମାନର ସହ ଜମିକୁ ବାଣ୍ଟିଲେ
ଯିହୋବା ଚିଠିଗୁଡ଼ିକ ଜରିଆରେ ନିର୍ଦ୍ଦେଶ ଦେଉଥିଲେ । ହୁଏତ ଏହି ମାଧ୍ୟମରେ ସେ କହିଲେ ଯେ ପ୍ରତ୍ୟେକ ଗୋଷ୍ଠୀକୁ ନିଜ ଜମିର ଭାଗ କେଉଁଠି ମିଳିବ (ଯିହୋ ୧୮:୧୦; ଇନସାଇଟ୍-୧ ପୃ ୩୫୯ ¶୧)
ଯିହୋବା ଯାକୁବଙ୍କ ଭବିଷ୍ୟତବାଣୀକୁ ଧ୍ୟାନରେ ରଖି ଜମିକୁ ବାଣ୍ଟିଲେ (ଯିହୋ ୧୯:୧; ଇନସାଇଟ୍-୧ ପୃ ୧୨୦୦ ¶୧)
ଯିହୋବା ଲୋକମାନଙ୍କୁ ନିଷ୍ପତ୍ତି କରିବା ପାଇଁ ଦେଲେ ଯେ ପ୍ରତ୍ୟେକ ଗୋଷ୍ଠୀକୁ କେତେ ବଡ଼ ଜମି ମିଳିବ (ଯିହୋ ୧୯:୯; ଇନସାଇଟ୍-୧ ପୃ ୩୫୯ ¶୨)
ଜମିକୁ ଏପରି ବଣ୍ଟାଗଲା ଯେ ଗୋଷ୍ଠୀ ମଧ୍ୟରେ ପରସ୍ପରର ଝଗଡ଼ା କିମ୍ବା ଇର୍ଷା ହେଲା ନାହିଁ । ଏଥିରୁ ଆପଣ କʼଣ ଶିଖନ୍ତି ? ନୂଆ ଦୁନିଆରେ ଯିହୋବା ଯେଉଁ ପରାମର୍ଶ ଦେବେ, ତାʼଉପରେ ଆପଣ କାହିଁକି ଭରସା କରିପାରିବେ ?