୨୦-୨୬ ଡିସେମ୍ବର
ବିଚାରକର୍ତ୍ତା ୧୦–୧୨
ଗୀତ ୧୨୭ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଯିପ୍ତହଙ୍କର ଯିହୋବାଙ୍କ ସହ ମଜବୁତ ସମ୍ପର୍କ ଥିଲା”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
ବିଚା ୧୧:୧—ଯିପ୍ତହ ଜାରଜ ସନ୍ତାନ ନ ଥିଲେ ବୋଲି କାହିଁକି କୁହାଯାଇପାରିବ ? (ଇନସାଇଟ୍-୨ ପୃ ୨୬)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି.) ବିଚା ୧୦:୧-୧୮ (ଶିଖାଇବା ଅଧ୍ୟୟନ ୫)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୩ ମି.) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । (ଶିଖାଇବା ଅଧ୍ୟୟନ ୧)
ପୁନଃସାକ୍ଷାତ: (୪ ମି.) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ତାʼପରେ ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ପୁସ୍ତିକା ଦିଅନ୍ତୁ । (ଶିଖାଇବା ଅଧ୍ୟୟନ ୪)
ବାଇବଲ ଅଧ୍ୟୟନ: (୫ ମି.) ଜୀବନ ପୁସ୍ତିକା ପାଠ ୦୨ ପଏଣ୍ଟ ୫ (ଶିଖାଇବା ଅଧ୍ୟୟନ ୩)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଯୁବାବସ୍ଥାରେ ମୁଁ ନିଜ ଜୀବନ ଯିହୋବାଙ୍କୁ ସମର୍ପଣ କଲି: (୧୫ ମି.) ଆଲୋଚନା; ଭିଡିଓ ଦେଖାନ୍ତୁ । ତାʼପରେ ପ୍ରଶ୍ନ ପଚାରନ୍ତୁ: ପିତାମାତା ଓ ଭାଇଭଉଣୀମାନଙ୍କଠାରୁ ଶିଖିବା କାହିଁକି ଜରୁରୀ ? ଛୋଟ ବେଳୁ ନିଜ ଜୀବନ ଯିହୋବାଙ୍କୁ ସମର୍ପଣ କରିବା କାହିଁକି ଭଲ ? ଯଦି ଆପଣ ଯିହୋବାଙ୍କ ସଂଗଠନରେ ସେବା କରିବା ପାଇଁ ପ୍ରସ୍ତୁତ ରହିବେ, ତେବେ କʼଣ ଲାଭ ହେବ ?
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଖୁସିର ଖବର ପାଠ ୧୨, ପ୍ରଶ୍ନ ୪-୫, ପୃ ୨୫
ଶେଷ ଟିପ୍ପଣୀ (୩ ମି.)
ଗୀତ ୪୫ ଏବଂ ପ୍ରାର୍ଥନା