ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
ସାହସ ଓ ବୁଦ୍ଧିର ଏକ କାହାଣୀ
[ବିଚାରକର୍ତ୍ତା ବହିର ପରିଚୟ ନାମକ ଭିଡିଓ ଦେଖାନ୍ତୁ ।]
ଯିହୋବା ଇସ୍ରାଏଲୀୟମାନଙ୍କୁ ମୋୟାବୀୟମାନଙ୍କଠାରୁ ଉଦ୍ଧାର କରିବା ପାଇଁ ଏହୂଦକୁ ବାଛିଲେ (ବିଚା ୩:୧୫; ପ୍ର୦୪-ହି ୩/୧୫ ପୃ ୩୧ ¶୩)
ଏହୂଦ ରାଜା ଇଗ୍ଲୋନ୍କୁ ହତ୍ୟା କଲେ, ଓ ଇସ୍ରାଏଲୀୟମାନଙ୍କୁ ଜିତାଇଲେ (ବିଚା ୩:୧୬-୨୩, ୩୦; ପ୍ର୦୪-ହି ୩/୧୫ ପୃ ୩୦ ¶୧-୩)
ଏହି କାହାଣୀରୁ ଆମେ ସାହସୀ ହେବା ଏବଂ ଯିହୋବାଙ୍କଠାରେ ଭରସା ରଖିବା ବିଷୟରେ କʼଣ ଶିଖୁ ?