ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
ତୁମ୍ଭେ ଆପଣା ବଳରେ ଯାଅ
ଯିହୋବା ଗିଦିୟୋନ୍କୁ ଏକ ବହୁତ କଠିନ କାମ ଦେଲେ (ବିଚା ୬:୨-୬, ୧୪)
ଗିଦିୟୋନକୁ ଲାଗିଲା ଯେ ସେ ଏହି କାମ ପାଇଁ ଯୋଗ୍ୟ ନୁହେଁ (ବିଚା ୬:୧୫; ପ୍ର୦୨-ହି ୨/୧୫ ପୃ ୬-୭)
ଯିହୋବାଙ୍କ ସାହାଯ୍ୟରେ ଗିଦିୟୋନ୍ ଯୁଦ୍ଧରେ ଜିତିଲେ (ବିଚା ୭:୧୯-୨୨; ପ୍ର୦୫-ହି ୭/୧୫ ପୃ ୧୬-୭ ¶୩)
ଯିହୋବା ଚାହାନ୍ତି ଯେ ଆମେ ତାହାଙ୍କ ସେବା କରିବାରେ ନିଜର ସମସ୍ତ ଶକ୍ତି ଲଗାଉ । ଯେତେବେଳେ ଆମେ ଦୁର୍ବଳ ହେଉ, ପବିତ୍ର ଶକ୍ତି ସାହାଯ୍ୟରେ ଆମେ ତାହାଙ୍କ ସେବା କରିପାରୁ ।—ଯିଶା ୪୦:୩୦, ୩୧.