ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
କଥାବାର୍ତ୍ତା କିପରି କରିବା?
ପ୍ରଥମ ସାକ୍ଷାତ
ପ୍ରଶ୍ନ : ପିଲାମାନଙ୍କୁ କିଭଳି ଶିକ୍ଷା ଦେବା ଉଚିତ୍ ?
ପଦ : ହିତୋ ୨୨:୬
ଆର ଥରକୁ : ଆପଣ ନିଜ ପିଲାମାନଙ୍କୁ କିପରି ଭଲଭାବେ ଶିଖାଇପାରିବେ ?
ଏହି ପଦ ଶିକ୍ଷା ଉପକରଣ ବକ୍ସରେ ଦେଖନ୍ତୁ:
ପୁନଃସାକ୍ଷାତ
ପ୍ରଶ୍ନ : ଆପଣ ନିଜ ପିଲାମାନଙ୍କୁ କିପରି ଭଲଭାବେ ଶିଖାଇପାରିବେ ?
ପଦ : ଯାକୁ ୧:୧୯
ଆର ଥରକୁ : ପିଲାମାନଙ୍କ ଲାଳନପାଳନ କିପରି କରିବା ଉଚିତ୍, ସେ ବିଷୟରେ ଆପଣ କାହାଠାରୁ ପରାମର୍ଶ ନିଅନ୍ତି ?
ଏହି ପଦ ଶିକ୍ଷା ଉପକରଣ ବକ୍ସରେ ଦେଖନ୍ତୁ: