इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଯିହୋବାଙ୍କ ଧୈର୍ଯ୍ୟର ଗୋଟିଏ ସୀମା ଅଛି

ଯିହୋବାଙ୍କ ଧୈର୍ଯ୍ୟର ଗୋଟିଏ ସୀମା ଅଛି

ଯିହୋବା ଅଶୂରର ଲୋକମାନଙ୍କୁ ଇସ୍ରାଏଲ ଉପରେ କବ୍ଜା କରିବାକୁ ଦେଲେ (୨ରାଜା ୧୭:୫, ୬; ଇନସାଇଟ୍‌-୨ ପୃ ୯୦୮ ¶୫)

ଯିହୋବା ନିଜ ଲୋକମାନଙ୍କୁ ଏହି ଦଣ୍ଡ ଏଥିପାଇଁ ଦେଲେ କାରଣ ସେମାନେ ଏପରି କାମ କରିଥିଲେ, ଯାହା ଯିହୋବା ଘୃଣା କରନ୍ତି (୨ରାଜା ୧୭:୯-୧୨; ଇନସାଇଟ୍‌-୧ ପୃ ୪୧୪-୪୧୫)

ଏପରି କରିବା ପୂର୍ବରୁ ଯିହୋବା ତାଙ୍କ ପାଇଁ ବହୁତ ଧୈର୍ଯ୍ୟ ଧରିଲେ । ସେ ସେମାନଙ୍କୁ ବାରମ୍ବାର ଚେତାବନୀ ଦେବା ଜାରି ରଖିଲେ (୨ରାଜା ୧୭:୧୩, ୧୪)

ସ୍ୱର୍ଗରେ ରହୁଥିବା ଆମ ପିତା ଅପରିପୂର୍ଣ୍ଣ ମଣିଷମାନଙ୍କୁ ପ୍ରେମ କରନ୍ତି ଏବଂ ସେମାନଙ୍କ ପାଇଁ ବହୁତ ଧୈର୍ଯ୍ୟ ଧରନ୍ତି । (୨ପିତ ୩:୯) କିନ୍ତୁ ତାଙ୍କ ଧୈର୍ଯ୍ୟର ଗୋଟିଏ ସୀମା ଅଛି । ସେ ନିଜ ଉଦ୍ଦେଶ୍ୟ ପୂରା କରିବା ପାଇଁ ଖୁବ୍‌ ଶୀଘ୍ର ଦୁଷ୍ଟ ଲୋକମାନଙ୍କୁ ବିନାଶ କରିଦେବେ । ଏଥିରୁ ଆମେ କʼଣ ଶିଖୁ ? ପ୍ରଥମ କଥା, ଯେତେବେଳେ କେହି ଆମକୁ ପରାମର୍ଶ ଦିଅନ୍ତି, ସେତେବେଳେ ଆମେ ତାହା ମାନି ନିଜ ଭୁଲକୁ ସୁଧାରିବା । ଦ୍ୱିତୀୟ କଥା, ଆମେ ଉତ୍ସାହର ସହ ପ୍ରଚାର କାମ କରିବା ଜାରି ରଖିବା, କାରଣ ସମୟ ବହୁତ କମ୍‌ ଅଛି ।