୧୪-୨୦ ନଭେମ୍ବର
୨ ରାଜାବଳୀ ୭-୮
ଗୀତ ୧୪୩ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଯିହୋବା ଅସମ୍ଭବକୁ ସମ୍ଭବ କଲେ”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
୨ରାଜା ୮:୧୯—ଯେବେ ଯିହୋବା ପ୍ରତିଜ୍ଞା କଲେ ଯେ ଦାଉଦ ଓ ତାଙ୍କ ପୁଅମାନଙ୍କ “ପ୍ରଦୀପ” ସବୁବେଳେ ଜଳୁଥିବ, ତେବେ ତାଙ୍କ କହିବାର ଅର୍ଥ କʼଣ ଥିଲା ? (ଇନସାଇଟ୍-୨ ପୃ ୧୯୫ ¶୭)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି.) ୨ରାଜା ୭:୧-୧୧ (ଶିଖାଇବା ଅଧ୍ୟୟନ ୨)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପୁନଃସାକ୍ଷାତର ଭିଡିଓ: (୫ ମି.) ଆଲୋଚନା; ପୁନଃସାକ୍ଷାତ: ପିଲାମାନଙ୍କୁ ଶିଖାଇବା—ଯାକୁ ୧:୧୯ ଭିଡିଓ ଦେଖାନ୍ତୁ । ଯେତେବେଳେ ଭିଡିଓରେ ପ୍ରଶ୍ନଗୁଡ଼ିକ ଆସେ, ଭିଡିଓକୁ ପଜ୍ କରନ୍ତୁ ଏବଂ ସେହି ପ୍ରଶ୍ନ ପଚାରନ୍ତୁ ।
ପୁନଃସାକ୍ଷାତ: (୪ ମି.) “କଥାବାର୍ତ୍ତା କିପରି କରିବା ?” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତାʼ ଉପରେ କଥାବାର୍ତ୍ତା ଆଗକୁ ବଢ଼ାନ୍ତୁ । ସେହି ବ୍ୟକ୍ତି ଜଣକୁ ଆମ ୱେବସାଇଟ୍ ବିଷୟରେ କୁହନ୍ତୁ ଏବଂ jw.org ସମ୍ପର୍କ କାର୍ଡ଼ ଦିଅନ୍ତୁ । (ଶିଖାଇବା ଅଧ୍ୟୟନ ୬)
ପୁନଃସାକ୍ଷାତ: (୪ ମି.) “କଥାବାର୍ତ୍ତା କିପରି କରିବା ?” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତାʼ ଉପରେ କଥାବାର୍ତ୍ତା ଆଗକୁ ବଢ଼ାନ୍ତୁ । ଏପରି ଦେଖାନ୍ତୁ ଯେପରି ଆପଣ ସେହି ବ୍ୟକ୍ତିଙ୍କ ସହ ଅନେକ ଥର କଥା ହୋଇସାରିଛନ୍ତି ଓ ସେ ଆହୁରି ଜାଣିବାକୁ ଚାହାନ୍ତି । ସେହି ବ୍ୟକ୍ତିକୁ ସଭା ପାଇଁ ଡାକନ୍ତୁ ଏବଂ ରାଜ୍ୟଘରେ କʼଣ ହୁଏ ? ଭିଡିଓ ଦେଖାନ୍ତୁ (କିନ୍ତୁ ଚଲାନ୍ତୁ ନାହିଁ) । (ଶିଖାଇବା ଅଧ୍ୟୟନ ୧୧)