୧୯-୨୫ ଡିସେମ୍ବର
୨ ରାଜାବଳୀ ୧୮-୧୯
ଗୀତ ୧୪୮ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଆମ ସାହସ ଭାଙ୍ଗିବା ପାଇଁ ବିରୋଧୀମାନଙ୍କ ଷଡ଼ଯନ୍ତ୍ର”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
୨ରାଜା ୧୯:୩୭—ବାଇବଲ ଉପରେ ଭରସା କରିବା ପାଇଁ ଆମେ କେବଳ ଇତିହାସ ବିଷୟରେ ଅନୁସନ୍ଧାନ କରୁଥିବା ଲୋକମାନଙ୍କର ତଥ୍ୟ ଉପରେ ନିର୍ଭର ରହିବା ଉଚିତ୍ ନୁହେଁ । ଏହି ପଦ କିପରି ଏହାର ଗୋଟିଏ ଉଦାହରଣ ଅଟେ ? (ଇନସାଇଟ୍-୧ ପୃ ୧୫୫ ¶୪)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି.) ୨ରାଜା ୧୮:୧-୧୨ (ଶିଖାଇବା ଅଧ୍ୟୟନ ୫)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୩ ମି.) “କଥାବାର୍ତ୍ତା କିପରି କରିବା ?” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତାʼ ଉପରେ କଥାବାର୍ତ୍ତା ଆରମ୍ଭ କରନ୍ତୁ । (ଶିଖାଇବା ଅଧ୍ୟୟନ ୧)
ପୁନଃସାକ୍ଷାତ: (୪ ମି.) “କଥାବାର୍ତ୍ତା କିପରି କରିବା ?” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତାʼ ଉପରେ କଥାବାର୍ତ୍ତା ଆଗକୁ ବଢ଼ାନ୍ତୁ । ଏପରି ଦେଖାନ୍ତୁ ଯେପରି ଆପଣ ସେହି ବ୍ୟକ୍ତିଙ୍କ ସହ ଅନେକ ଥର କଥା ହୋଇସାରିଛନ୍ତି ଓ ସେ ଆହୁରି ଜାଣିବାକୁ ଚାହାନ୍ତି । ତାଙ୍କୁ କୁହନ୍ତୁ ଯେ ଆମେ ଲୋକମାନଙ୍କୁ ବାଇବଲ ଅଧ୍ୟୟନ ମଧ୍ୟ କରାଉ ଓ ତାʼ ପାଇଁ କିଛି ପଇସା ନିଆଯାଏ ନାହିଁ । ତାʼପରେ ତାଙ୍କୁ ବାଇବଲରୁ ଶିଖନ୍ତୁ ସମ୍ପର୍କ କାର୍ଡ଼ ଦିଅନ୍ତୁ । (ଶିଖାଇବା ଅଧ୍ୟୟନ ୨)
ଭାଷଣ: (୫ ମି.) ପ୍ର୨୦.୧୧-ହି ପୃ ୧୫ ¶୧୪—ବିଷୟବସ୍ତୁ: ଅତ୍ୟାଚାର ସହୁଥିବା ଭାଇଭଉଣୀମାନଙ୍କ ପାଇଁ ପ୍ରାର୍ଥନା କରନ୍ତୁ । (ଶିଖାଇବା ଅଧ୍ୟୟନ ୧୪)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“ଅତ୍ୟାଚାର ସହୁଥିବା ବେଳେ ବି ଖୁସି ରହନ୍ତୁ”: (୮ ମି.) ଆଲୋଚନା; ଆମେ ଖୁସିରେ ରହିପାରିବା . . . ତାଡ଼ନା ସତ୍ତ୍ୱେ ନାମକ ଭିଡିଓ ଦେଖାନ୍ତୁ ।
ମଣ୍ଡଳୀର ଆବଶ୍ୟକତା: (୭ ମି.)
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଜୀବନ ପାଠ ୩୨ ପଏଣ୍ଟ ନଂ. ୧-୪ ଏବଂ “ସ୍ୱପ୍ନରେ ଥିବା ଗଛ କିପରି ଈଶ୍ୱରଙ୍କ ରାଜ୍ୟ ସହ ଜଡ଼ିତ ?” ଚାର୍ଟ
ଶେଷ ଟିପ୍ପଣୀ (୩ ମି.)
ଗୀତ ୨୨ ଏବଂ ପ୍ରାର୍ଥନା