ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
ଆମ ସାହସ ଭାଙ୍ଗିବା ପାଇଁ ବିରୋଧୀମାନଙ୍କ ଷଡ଼ଯନ୍ତ୍ର
ଆମ ବିରୋଧୀମାନେ ନେତୃତ୍ୱ ନେଉଥିବା ଭାଇମାନଙ୍କ ବିଷୟରେ ମିଛ କଥା କହି ଆମ ସାହସ ଭାଙ୍ଗିବା ପାଇଁ ଚେଷ୍ଟା କରନ୍ତି (୨ରାଜା ୧୮:୧୯-୨୧; ପ୍ର୦୫-ହି ୮/୧ ପୃ ୧୧ ¶୫)
ସେମାନେ ଯିହୋବା କିମ୍ବା ସଂଗଠନ ବିଷୟରେ ମିଛ କଥା କହି ଆମକୁ ଭୁଲ ବାଟରେ ନେବା ପାଇଁ ଚେଷ୍ଟା କରନ୍ତି (୨ରାଜା ୧୮:୨୨, ୨୫; ପ୍ର୧୦-ହି ୭/୧୫ ପୃ ୧୩ ¶୩)
ସେମାନେ ମିଛ ପ୍ରତିଜ୍ଞା କରି ଆମକୁ ପ୍ରଲୋଭିତ କରନ୍ତି (୨ରାଜା ୧୮:୩୧, ୩୨; ପ୍ର୧୩-ହି ୧୧/୧୫ ପୃ ୧୯ ¶୧୪; ଇୟରବୁକ୭୪ ପୃ ୧୭୭ ¶୧)
ନିଜକୁ ପଚାରନ୍ତୁ: ଭବିଷ୍ୟତରେ ଯଦି ମୋ ଉପରେ ଅତ୍ୟାଚାର କରାଯାଏ, ତେବେ ଧୈର୍ଯ୍ୟର ସହ ତାହା ସାମନା କରିବା ପାଇଁ ମୁଁ ଆଜି କʼଣ କରିପାରିବି ?