୨୧-୨୭ ନଭେମ୍ବର
୨ ରାଜାବଳୀ ୯-୧୦
ଗୀତ ୧୨୬ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ତାଙ୍କଠାରେ ସାହସ, ଉତ୍ସାହ ଓ ଦୃଢ଼ ସଂକଳ୍ପ ଥିଲା”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
୨ରାଜା ୧୦:୨୯, ୩୧—ଯେହୂ ଯେଉଁ ଭୁଲ କଲେ, ସେଥିରୁ ଆମେ କʼଣ ଶିଖୁ ? (ପ୍ର୧୧-ହି ୧୧/୧୫ ପୃ ୫ ¶୭-୮)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି.) ୨ରାଜା ୯:୧-୧୪ (ଶିଖାଇବା ଅଧ୍ୟୟନ ୧୦)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୩ ମି.) “କଥାବାର୍ତ୍ତା କିପରି କରିବା ?” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତାʼ ଉପରେ କଥାବାର୍ତ୍ତା ଆରମ୍ଭ କରନ୍ତୁ । (ଶିଖାଇବା ଅଧ୍ୟୟନ ୧)
ପୁନଃସାକ୍ଷାତ: (୪ ମି.) “କଥାବାର୍ତ୍ତା କିପରି କରିବା ?” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତାʼ ଉପରେ କଥାବାର୍ତ୍ତା ଆଗକୁ ବଢ଼ାନ୍ତୁ । ଏପରି ଦେଖାନ୍ତୁ ଯେପରି ଆପଣ ସେହି ବ୍ୟକ୍ତିଙ୍କ ସହ ଅନେକ ଥର କଥା ହୋଇସାରିଛନ୍ତି ଓ ସେ ଆହୁରି ଜାଣିବାକୁ ଚାହାନ୍ତି । ତାଙ୍କୁ କୁହନ୍ତୁ ଯେ ଆମେ ଲୋକମାନଙ୍କୁ ବାଇବଲ ଅଧ୍ୟୟନ ମଧ୍ୟ କରାଉ ଓ ତାʼ ପାଇଁ କିଛି ପଇସା ନିଆଯାଏ ନାହିଁ । ତାʼ ପରେ ତାଙ୍କୁ ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ପୁସ୍ତିକା ଦିଅନ୍ତୁ ଓ ବାଇବଲ ଅଧ୍ୟୟନ କିପରି ହୁଏ ? ଭିଡିଓ ଦେଖାନ୍ତୁ (କିନ୍ତୁ ଚଲାନ୍ତୁ ନାହିଁ) । (ଶିଖାଇବା ଅଧ୍ୟୟନ ୧୨)
ଭାଷଣ: (୫ ମି.) ପ୍ର୧୩-ହି ୫/୧୫ ପୃ ୮-୯ ¶୩-୬—ବିଷୟବସ୍ତୁ: ଯିହୋବା ଓ ଯୀଶୁଙ୍କ ଭଳି ଉତ୍ସାହ ଦେଖାନ୍ତୁ । (ଶିଖାଇବା ଅଧ୍ୟୟନ ୧୬)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଯୁବକଯୁବତୀମାନେ କʼଣ କହନ୍ତି ?—ଏଡ଼ାଇବାର ଅଭ୍ୟାସ ବିଷୟରେ: (୫ ମି.) ଆଲୋଚନା; ଭିଡିଓ ଦେଖାନ୍ତୁ । ତାʼପରେ ପ୍ରଶ୍ନ ପଚାରନ୍ତୁ: ଜଣେ ବ୍ୟକ୍ତି ହୁଏତ କାହିଁକି କାମଗୁଡ଼ିକୁ ଏଡ଼ାଇପାରେ ? ଏଡ଼ାଇବାର ଅଭ୍ୟାସ ନ ଥିଲେ ଆମେ କାହିଁକି ଖୁସିରେ ରହିପାରୁ ?
“ଏଡ଼ାଇବାର ଅଭ୍ୟାସକୁ କିପରି ଦୂର କରିପାରିବା ?”: (୧୦ ମି.) ଆଲୋଚନା ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଜୀବନ ପାଠ ୨୮
ଶେଷ ଟିପ୍ପଣୀ (୩ ମି.)
ଗୀତ ୧୯ ଏବଂ ପ୍ରାର୍ଥନା