ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
ପ୍ରାର୍ଥନା ଯୋଗୁଁ ଯିହୋବା ପଦକ୍ଷେପ ନେଲେ
ଯିହୋବା ହିଜକୀୟଙ୍କୁ କହିଲେ ଯେ ତାଙ୍କ ରୋଗ ଠିକ୍ ହେବ ନାହିଁ (୨ରାଜା ୨୦:୧; ଯିଶାଇୟ-୧ ପୃ ୩୯୪ ¶୨୩)
ବିଶ୍ୱସ୍ତ ହିଜକୀୟ କାନ୍ଦି କାନ୍ଦି ଯିହୋବାଙ୍କୁ ଗୁହାରି କଲେ (୨ରାଜା ୨୦:୨, ୩; ପ୍ର୧୭.୦୩-ହି ପୃ ୨୧ ¶୧୬)
ହିଜକୀୟ ପ୍ରାର୍ଥନା କରିବା ଯୋଗୁଁ ଯିହୋବା ତାଙ୍କୁ ଠିକ୍ କରିଦେଲେ (୨ରାଜା ୨୦:୪-୬; ପ୍ର୦୩-ହି ୧୦/୧ ପୃ ୪ ¶୧)
ଆମ ପ୍ରାର୍ଥନା ଯୋଗୁଁ ଯିହୋବା ହୁଏତ ତାହା କରିପାରନ୍ତି, ଯାହା ସେ ପୂର୍ବେ କରିବା ପାଇଁ ଭାବି ନ ଥିବେ । ତାହେଲେ ଏହି ଘଟଣାରୁ ଆପଣ ଲଗାତାର ପ୍ରାର୍ଥନା କରିବା ବିଷୟରେ କʼଣ ଶିଖିଲେ ?