इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

“ଆହାବର ସମୁଦାୟ ବଂଶ ବିନଷ୍ଟ ହେବେ”—୨ରାଜା ୯:୮

“ଆହାବର ସମୁଦାୟ ବଂଶ ବିନଷ୍ଟ ହେବେ”—୨ରାଜା ୯:୮

ଯିହୁଦା ରାଜ୍ୟ

ଯିହୋଶାଫଟ୍‌ ରାଜା ଅଟନ୍ତି

ପ୍ରାଖ୍ରୀ.ପୂ. ୯୧୧: ଯୋରାମ୍‌ (ଯିହୋଶାଫଟ୍‌ଙ୍କ ପୁଅ; ଅଥଲୀୟାଙ୍କ ସ୍ୱାମୀ ଯିଏ ଆହାବ ଓ ଈଷେବଲ୍‌ର ଝିଅ)

ପ୍ରାଖ୍ରୀ.ପୂ. ୯୦୬: ଅହସୀୟ (ଆହାବ ଓ ଈଷେବଲ୍‌ର ନାତି) ରାଜା ହୁଏ

ପ୍ରାଖ୍ରୀ.ପୂ. ୯୦୫: ଅଥଲୀୟା ରାଜପୁତ୍ରମାନଙ୍କୁ ମାରିଦିଏ ଓ ନିଜେ ରାଣୀ ହୋଇଯାଏ । ତାʼର କେବଳ ଜଣେ ନାତି ଯୋୟାଶ୍‌କୁ ବଞ୍ଚେଇ ଦିଆଯାଏ ଓ ମହାଯାଜକ ଯିହୋୟାଦା ତାକୁ ଲୁଚାଇ ରଖନ୍ତି ।—୨ରାଜା ୧୧:୧-୩

ଖ୍ରୀ.ପୂ. ୮୯୮: ଯୋୟାଶ୍‌ ରାଜା ହୁଏ। ମହାଯାଜକ ଯିହୋୟାଦା ରାଣୀ ଅଥଲୀୟାକୁ ହତ୍ୟା କରନ୍ତି ।—୨ରାଜା ୧୧:୪-୧୬

ଇସ୍ରାଏଲ ରାଜ୍ୟ

ପ୍ରାଖ୍ରୀ.ପୂ. ୯୨୦: ଅହସୀୟ (ଆହାବ ଓ ଈଷେବଲ୍‌ର ପୁଅ) ରାଜା ହୁଏ

ପ୍ରାଖ୍ରୀ.ପୂ. ୯୧୭: ଯୋରାମ୍‌ (ଆହାବ ଓ ଈଷେବଲ୍‌ର ପୁଅ) ରାଜା ହୁଏ

ପ୍ରାଖ୍ରୀ.ପୂ. ୯୦୫: ଯେହୂ ଇସ୍ରାଏଲର ରାଜା ଯୋରାମ୍‌, ତାଙ୍କ ଭାଇମାନଙ୍କୁ ଏବଂ ତାଙ୍କ ମାଆ ଈଷେବଲ୍‌କୁ ହତ୍ୟା କରେ । ସେ ଯିହୁଦାର ରାଜା ଅହସୀୟ ଓ ତାଙ୍କ ଭାଇମାନଙ୍କୁ ମଧ୍ୟ ହତ୍ୟା କରେ ।—୨ରାଜା ୯:୧୪-୧୦:୧୭

ପ୍ରାଖ୍ରୀ.ପୂ. ୯୦୪: ଯେହୂ ଶାସନ କରିବାକୁ ଲାଗେ