ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
ବଡ଼ ହେବାର ଇଚ୍ଛା ଯୋଗୁଁ ଜଣେ ଦୁଷ୍ଟ ମହିଳାକୁ ଦଣ୍ଡ ମିଳିଲା
ଯିହୁଦା ଉପରେ ଶାସନ କରିବା ପାଇଁ ଅଥଲୀୟା ସମସ୍ତ ରାଜବଂଶକୁ ବିନାଶ କଲା (୨ରାଜା ୧୧:୧; ଶିକ୍ଷା (ହିନ୍ଦୀ) ପୃ ୧୨୮ ¶୧-୨, “‘ଆହାବର ସମୁଦାୟ ବଂଶ ବିନଷ୍ଟ ହେବେ’—୨ରାଜା ୯:୮” ନାମକ ଚାର୍ଟ ଦେଖନ୍ତୁ)
ଯିହୋଶେବା, ଯୋୟାଶ୍କୁ ଲୁଚାଇ ଦେଲେ, ଯିଏ ଆଗକୁ ଯାଇ ରାଜ ସିଂହାସନରେ ବସିଥାʼନ୍ତେ (୨ରାଜା ୧୧:୨, ୩)
ଯୋୟାଶ୍କୁ ମହାଯାଜକ ଯିହୋୟାଦା ରାଜା କଲେ ଏବଂ ଦୁଷ୍ଟ ଅଥଲୀୟାକୁ ମାରିଦେଲେ, ଯିଏ ଆହାବର ବଂଶରେ ଏକୁଟିଆ ବଞ୍ଚିଥିଲେ (୨ରାଜା ୧୧:୧୨-୧୬; ଶିକ୍ଷା (ହିନ୍ଦୀ) ପୃ ୧୨୮ ¶୩-୪)
ଚିନ୍ତନ ପାଇଁ: ଏହି ଘଟଣାରୁ ହିତୋପଦେଶ ୧୧:୧୩ ଓ ଉପଦେଶକ ୮:୧୨, ୧୩ ପଦରେ ଲେଖାଥିବା କଥା ସତ କିପରି ପ୍ରମାଣିତ ହୁଏ ?