୫-୧୧ ଡିସେମ୍ବର
୨ ରାଜାବଳୀ ୧୩-୧୫
ଗୀତ ୧୨୭ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ମନପ୍ରାଣ ଦେଇ ସେବା କଲେ ଅନେକ ଆଶିଷ ମିଳେ”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
୨ରାଜା ୧୩:୨୦, ୨୧—କʼଣ ଏ ଚମତ୍କାର ଦେଖାଏ ଯେ ମୃତ ଲୋକମାନଙ୍କର ଅବଶେଷଗୁଡ଼ିକୁ କିମ୍ବା ଏପରି ଅନ୍ୟ ଜିନିଷଗୁଡ଼ିକୁ ଓ ଜାଗା ପାଇଁ ଶ୍ରଦ୍ଧା ରଖିବା ଠିକ୍ ଅଟେ ? (ପ୍ର୦୫-ହି ୮/୧ ପୃ ୧୧ ¶୩)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି.) ୨ରାଜା ୧୩:୨୦–୧୪:୭ (ଶିଖାଇବା ଅଧ୍ୟୟନ ୧୦)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୨ ମି.) “କଥାବାର୍ତ୍ତା କିପରି କରିବା ?” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତାʼ ଉପରେ କଥାବାର୍ତ୍ତା ଆରମ୍ଭ କରନ୍ତୁ । (ଶିଖାଇବା ଅଧ୍ୟୟନ ୧)
ପୁନଃସାକ୍ଷାତ: (୫ ମି.) ଜଣେ ଏପରି ବ୍ୟକ୍ତିଙ୍କ ସହ ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ପୁସ୍ତିକାର ପାଠ ୧ରୁ ବାଇବଲ ଅଧ୍ୟୟନ ଆରମ୍ଭ କରନ୍ତୁ, ଯାହା ସହିତ ଆପଣ ଅନେକ ଥର କଥା ହୋଇସାରିଛନ୍ତି ଆଉ ଯିଏ ଆହୁରି ଜାଣିବାକୁ ଚାହାନ୍ତି । (ଶିଖାଇବା ଅଧ୍ୟୟନ ୨୦)
ଭାଷଣ: (୫ ମି.) ରାଜ୍ୟ ସେବା (ହିନ୍ଦୀ) ୮/୦୩ ପୃ ୧—ବିଷୟବସ୍ତୁ: କାମ ଯେଉଁଥିରୁ ସତେଜତା ମିଳେ । (ଶିଖାଇବା ଅଧ୍ୟୟନ ୧୧)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“ଯିହୋବା ଆମ କଠିନ ପରିଶ୍ରମକୁ କେବେ ଭୁଲନ୍ତି ନାହିଁ”: (୧୦ ମି.) ଆଲୋଚନା; ଯିହୋବା କେବେ ଭୁଲନ୍ତି ନାହିଁ ନାମକ ଭିଡିଓ ଦେଖାନ୍ତୁ ।
ମଣ୍ଡଳୀର ଆବଶ୍ୟକତା: (୫ ମି.)
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଜୀବନ ପାଠ ୩୦
ଶେଷ ଟିପ୍ପଣୀ (୩ ମି.)
ଗୀତ ୧୫୧ ଏବଂ ପ୍ରାର୍ଥନା